ଆସିଲା ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’, ପ୍ରତି ପଂଚାୟତକୁ ମିଳିବ ୫୦ଲକ୍ଷ ଟଙ୍କା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି | ବିଶେଷ କରି ଆଜି ରାଜ୍ୟ କ୍ୟାବିନେଟ ‘ଆମ ଗାଁ, ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ … Read More

ବଜ୍ରପାତ ନେଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟର ୨ଟି  ପୃଥକ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି   । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବାବେଳେ ଜଣେ ୯ମ ଶ୍ରେଣୀ ଛାତ୍ର ଅଛନ୍ତି । ଏହାବ୍ୟତୀତ  ୨ ଜଣ  ଗୁରୁତର ହୋଇପଡିଛନ୍ତି।   ଅନୁଗୋଳ … Read More

୬ ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଅମିନ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ  ସରକାରୀ କର୍ମଚାରୀ। ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଏହି ଲାଞ୍ଚୁଆ ବାବୁ ହେଉଛନ୍ତି ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ  । ନାଁ ତାଙ୍କର  ମାନସ ରଞ୍ଜନ ଦାସ।  ମାନସ ରଞ୍ଜନ ଜଣେ ବ୍ୟକ୍ତିଙ୍କଠାରୁ ସୋମବାର … Read More

ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌

ଭୁବନେଶ୍ୱର:  ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛିି ଯାଞ୍ଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌ … Read More

ଅଡିଓ ବାର୍ତ୍ତା ପରେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ୍ କଲେ ପାଣ୍ଡିଆନ

ଅନୁଗୁଳ:ଷ୍ଟେଜ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଥିଲେ । ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କଲିଂରେ କଥାବାର୍ତ୍ତା ହେଲେ । ଜୁନ ୨୬ରେ ବରଗଡରେ ଅଡିଓ ବାର୍ତ୍ତା ଆଉ ଜୁଲାଇ ୧୦ ତାରିଖରେ ଅନୁଗୁଳରେ ସିଧାସଳଖ ଭିଡିଓ ବାର୍ତ୍ତା ଦେଖାଇ … Read More

ପୁନଃ ମତଦାନ ଦିନ ହିଂସାର ବଡ଼ ଯୋଜନା ପଣ୍ଡ; ଜବତ ହେଲା ୩୫ ଦେଶୀ ବୋମା

ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ମତଦାନ ଦିନ ଏହି ହିଂସା ଭୟଙ୍କର ରୂପ ଧାରଣ କରିଥିଲା। ଅନେକ ସ୍ଥାନରେ ବାଲାଟ ବାକ୍ସରେ ନିଆଁ ଲଗାଇ ଦିଆଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ସହ ମଧ୍ୟ ମାରପିଟର ଖବର ସାମ୍ନାକୁ … Read More

ଭାରତୀୟ ରେଳ ଉପରେ ବନ୍ୟାର ପ୍ରଭାବ, ୧୭ ଟ୍ରେନ୍‌ ବାତିଲ୍‌

ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ, ରେଳଧାରଣା, ଚାଷଜମି ସବୁକିଛି ଜଳାର୍ଣ୍ଣବ ହୋଇଯାଇଛି, ଯାହାର … Read More

ଜମ୍ମୁ-କାଶ୍ମୀର ଓ ଲଦାଖରେ ପ୍ରବଳ ବର୍ଷା ସହ ଅଦିନିଆ ତୁଷାରପାତ, ୨ ଯବାନଙ୍କ ସମେତ ୫ ମୃତ

ଲଦାଖ ଓ ଜମ୍ମୁ-କାଶ୍ମୀରରେ ଲଗାତାର ତୃତୀୟ ଦିନ ପ୍ରବଳ ବର୍ଷା ଏବଂ ଅଦିନିଆ ତୁଷାରପାତ ଜାରି ରହି ୨ ଯବାନଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି ଯେ ପୁଞ୍ଛ ଜିଲ୍ଲାରେ ରବିବାର ୨ ଜଣ ଯବାନ … Read More

ପଶ୍ଚିମବଙ୍ଗରେ ୬୦୪ ବୁଥରେ ସାନି ନିର୍ବାଚନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ୬୦୪ ବୁଥରେ ସାନି ନିର୍ବାଚନ । ଗତକାଲି ହୋଇଥିବା ପଞ୍ଚାୟତ ନିର୍ବାଚନରେ ବ୍ୟାପକ ସିଂସାକାଣ୍ଡ ଘଟିଥିଲା। ଅନେକ ସ୍ଥାନରେ ବୁଥ ଜବରଦଖଲ ହୋଇଥିଲା। ଭୋଟ ବାକ୍ସ ପୋଡ଼ାଜଳା ଓ ଲୁଟ ହୋଇଥିଲା। ହିଂସାକାଣ୍ଡ ପାଇଁ ୬୦୪ଟି ବୁଥରେ … Read More

ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ, ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ

ପୁରୀ: ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ । ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ । ନାଟମଣ୍ଡପ ମରାମତି କାମ ସାରିଥିବା ନେଇ କୋର୍ଟଙ୍କୁ ଅବଗତ କଲା ଏଏସଆଇ । ରତ୍ନଭଣ୍ଡାର ଖୋଲିବା ନେଇ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ … Read More