ଠିକାଦାର ଭାଙ୍ଗିଦେଲେ କେଦାରଗୌରୀ ମନ୍ଦିର ପାଚେରୀ : ଏଏସଆଇ
ଭୁବନେଶ୍ବର: ଆଜି କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗି ଦିଆଯାଇଛି। ବିନା ଅନୁମତିରେ କେଦାରଗୌୀ ମନ୍ଦିର ପାଚେରୀ ଭଙ୍ଗାଯାଇଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସଆଇର) ଅଭିଯୋଗ କରାଯାଇଛି। ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ କେଦାରଗୌରୀ ମନ୍ଦିରର ପାଚେରୀକୁ … Read More