ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ଛତୁ ତରକାରୀ ଖାଇ ଦୁଇ ପରିବାରର ୬ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୪ ଶିଶୁଙ୍କ ସହ ୬ ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁରୁ ଏମିତି ଘଟଣା ସାମ୍ନାକୁ ଆସିଛି । … Read More

‘ଆମ ପୋଖରୀ’ ଯୋଜନା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ‘ଆମ ପୋଖରୀ’ ଯୋଜନା ଶୁଭାରମ୍ଭ କରିଛନ୍ତି। ଲୋକସେବା ଭବନର କନଭେନସନ୍ ସେଣ୍ଟରର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ସହରାଂଚଳରେ ଥିବା ସମସ୍ତ ଜଳାଶୟ ନବୀକରଣ ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ରହିଛି। ‘ଆମ … Read More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନୁହେଁ ‘କରପଶନ ମୋବିଲାଇଜେସନ ଅଫିସ’-ବିଜେପି

ଭୁବନେଶ୍ୱର: ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ ।  ୩ ବର୍ଷ ହେଲାଣି ଆୟ ବର୍ହିଭୂତ ସମ୍ପତି ଠୁଳ ଅପରାଧରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ଏମିତି କହି ବିଜେଡି ସରକାରଙ୍କ ଉପରେ ବର୍ଷିଛି … Read More

ଶୁଦ୍ଧିକ୍ରିୟା ଭୋଜି ଖାଇ ୩୫ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ବିଷାକ୍ତ ଖାଦ୍ୟ ଖାଇ ୩୫ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଗୋଟିଏ ପରିବାର ସହ ସେମାନଙ୍କ ସମ୍ପର୍କୀୟ ଅସୁସ୍ଥ ହୋଇ ପଡ଼ିଛନ୍ତି । ବାଲେଶ୍ୱର ଜିଲ୍ଲା ବୁଆଁଲା ପଞ୍ଚାୟତ ଅନ୍ତର୍ଗତ ନୂଆପୁର ସିନ୍ଧିଆ ଗାଁରେ ୩୫ରୁ ଅଧିକ ଜଣ ଅସୁସ୍ଥ … Read More

୧୪ରେ ଚନ୍ଦ୍ରଯାନ-୩ର ଲଞ୍ଚିଂ, ଦିନ ୨ଟା ୩୫ରେ ହେବ ଉତ୍‌କ୍ଷେପଣ

ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଚନ୍ଦ୍ରାୟନ-୩ର ଲଞ୍ଚିଂ ତାରିଖ ଘୋଷଣା କରିଛି। ଏ ନେଇ ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି। ଟ୍ଵିଟ୍‌ରେ କୁହାଯାଇଛି ଯେ ଚନ୍ଦ୍ରାୟନ-୩କୁ ଜୁଲାଇ ୧୪ ଦ୍ୱିପ୍ରହରରେ ଲଞ୍ଚ୍‌ କରାଯିବ। ଇସ୍ରୋ ଟ୍ୱିଟରେ ଲେଖିଛି, ଚନ୍ଦ୍ରାୟନ-୩ର … Read More

ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା

ଫ୍ରାନ୍ସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା। ବାଷ୍ଟିଲ ଡେ ସେଲିବ୍ରେସନରେ ପ୍ରଦର୍ଶିତ ହେବ ଭାରତର ଶୌର୍ଯ୍ୟ। ୧୪ ଜୁଲାଇକୁ ଫ୍ରାନ୍ସର ଜାତୀୟ ଦିବସ ଭାବେ ପାଳନ କରାଯାଏ । ଏହି ଉପଲକ୍ଷେ ହେବାକୁ ଥିବା ମିଳିତ ପରେଡରେ ଭାଗନେବେ ପଂଜାବ ରେଜିମେଣ୍ଟ ଡ୍ରିଲ … Read More

ଭିମସାରରେ ଛାତ୍ର ହିଂସା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୪ଜଣିଆ ଟିମ୍

ବୁର୍ଲା/ସମ୍ବଲପୁର: ଭିମସାରରେ ଗତ ୫ ତାରିଖ ଦିନ ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣା ନେଇ ତଦନ୍ତ ଟିମ୍ ଗଠନ ହୋଇଛି । ଶିଶୁ ବିଭାଗ ପ୍ରଫେସର ପ୍ରକାଶ ପଣ୍ଡାଙ୍କ ନେତୃତ୍ବରେ ମେଡିସିନ ବିଭାଗର ପ୍ରଫେସର ମମତା ମର୍ମୁ, ଏସ୍‌ଏମ୍‌ଟି ବିଭାଗର ସତ୍ୟସାଇ ପଣ୍ଡା … Read More

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ସୁକିନ୍ଦା ଥାନା SI

ଯାଜପୁର; ଯାଜପୁର ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ଖୋଦ୍ ସୁକିନ୍ଦା ଥାନା ଏସଆଇ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ  ଚନ୍ଦ୍ର ସେନାପତି ଜୈନେକ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ … Read More

ଅଜିତ ପାୱାରଙ୍କୁ ଗଦ୍ଦାର କହି ଜାରି ହେଲା ବାହୁବଳୀ ପୋଷ୍ଟର୍‌

ମହାରାଷ୍ଟ୍ରରେ ଦାଦା-ପୁତୁରା କଳି ଏବେ ଚରମସୀମାରେ ପହଞ୍ଚିଛି। ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିଛନ୍ତି। ଏଥିସହ ସେ ଶରଦ ପାୱାରଙ୍କୁ ଏନସିପି ସୁପ୍ରିମୋ ପଦରୁ ହଟାଇ ନିଜକୁ ଏହାର ସଭାପତି ଭାବେ … Read More

ଅଜିତ ପାୱାରଙ୍କ ଏଣ୍ଟ୍ରୀକୁ ନେଇ ସିନ୍ଦେ ଗୋଷ୍ଠୀରେ ଫାଟ

ମହାରାଷ୍ଟ୍ରରେ ରାଜନୀତିକ ସମୀକରଣ ପ୍ରତିଦିନ ବଦଳିବାରେ ଲାଗିଛି। ପ୍ରଥମେ ଶିବସେନା ଓ ଏବେ ଏନସିପି ଦି’ ଫାଳ ହୋଇ ବିଜେପି ସହ ହାତ ମିଳାଇଛନ୍ତି। ରବିବାର ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ଓ କିଛି ବିଧାୟକ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ଓ … Read More