ଶିଖରଚଣ୍ଡୀ ପାହାଡ଼ରେ ୧୦ ହଜାର ଗଛ ଲଗାଇବ ଓଏଫ୍ଡିସି
ଭୁବନେଶ୍ବର : ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ନେଉନି। ଗୋଟିଏ ପଟେ ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି)ରେ ମାମଲାର ଶୁଣାଣି ଜାରି ରହିଥିବା ବେଳେ ଅନ୍ୟପଟେ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ … Read More