ବିପକ୍ଷ ବୈଠକରେ ଯୋଗ ନ ଦେଇ ଅଜିତ ପାଓ୍ବାରଙ୍କୁ ଭେଟିଲେ ଶରଦ ପାଓ୍ବାର

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ଗୋଷ୍ଠୀର ଏନସିପି ବିଧାୟକମାନେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୁମ୍ବାଇର ୱାଇବି ଚୌହାନ ସେଣ୍ଟରରେ ଦଳର ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛନ୍ତି । ଶରଦ ପାୱାର ପୂର୍ବରୁ ୱାଇବି ଚୌହାନ … Read More

ଚିରାଗ ପାଶ୍ୱାନଙ୍କୁ ଏନଡିଏ ପରିବାରକୁ ସ୍ୱାଗତ କଲା ବିଜେପି

ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଚିରାଗ ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ଭେଟିଥିଲେ। ତାଙ୍କ ସହ ଆଲୋଚନା କରିବା ପରେ ସେ ଆସନ୍ତାକାଲି ବିଧିବଦ୍ଧ ଭାବେ … Read More

ସମଗ୍ର ଦେଶରେ ନଷ୍ଟ କରାଗଲା ୧.୪୦ ଲକ୍ଷ କେଜି ଡ୍ରଗ୍ସ

ଦେଶର ବିଭିନ୍ନ ସ୍ଥାନରେ ସୋମବାର ୨,୩୮୧ କୋଟି ଟଙ୍କାର ୧.୪୦ ଲକ୍ଷ କେଜିରୁ ଅଧିକ ପରିମାଣର ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡିଜିଟାଲ୍‌ ମାଧ୍ୟମରେ ଉପସ୍ଥିତ ଥିଲେ। ଶାହ ‘ଡ୍ରଗ୍ସ ଚୋରା … Read More

ବିଜେପି ମୁଖିଆଙ୍କ ଦମ୍ଭୋକ୍ତି: ଏନଡିଏ ସପକ୍ଷରେ ୩୮ ରାଜନୀତିକ ଦଳ

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ନିଜର ଶକ୍ତିପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ବେଙ୍ଗାଲୁରୁରେ ଆଜି କଂଗ୍ରେସ ସମେତ ୨୬ଟି ବିରୋଧୀ ଦଳ ବିଜେପି ବିରୋଧରେ ଏକାଠି ହୋଇଛନ୍ତି। ସେପଟେ ବିଜେପି ମଧ୍ୟ ନିଜର ବଳ ଦେଖାଇବାକୁ ରଣନୀତି ପ୍ରସ୍ତୁତ କରିଛି। … Read More

ସୀମା ହାଇଦର୍‌ଙ୍କ ସହ ସଚିନ୍‌ ଓ ତାଙ୍କ ବାପାଙ୍କୁ ଉଠାଇନେଲା ATS

ପାକିସ୍ତାନରୁ ଭାରତ ପଳାଇ ଆସିଥିବା ସୀମା ହାଇଦର୍‌ଙ୍କୁ ଉଠାଇ ନେଇଛି ଉତ୍ତର ପ୍ରଦେଶ ଏଟିଏସ୍‌ (ATS)। ଏବେ ଏଟିଏସ୍‌ ଆକ୍ସନ ମୁଡ୍‌କୁ ଆସି ସୀମା ହାଇଦର୍‌ଙ୍କୁ ପଚରାଉଚରା କରୁଛି। ନୋଏଡାର ଏକ ଗୁପ୍ତ ସ୍ଥାନରେ ଏହି ପଚରାଉଚରା ଚାଲିଛି। ଏଟିଏସ୍‌ ଟିମ୍‌ … Read More

ଅଷ୍ଟ୍ରେଲିଆ ଆକାଶରେ ଚାନ୍ଦ ପରି ଚମକୁଛି ଚନ୍ଦ୍ରଯାନ

ନୂଆଦିଲ୍ଲୀ: ଇସ୍ରୋ ଚନ୍ଦ୍ରଯାନ ଜହ୍ନ ରାଇଜର ଯାତ୍ରାରେ ବାହାରି ଯାଇଛି । କେତେବେଳେ କୁଆଡେ ଯାଉଛି ଚନ୍ଦ୍ରଯାନ ତାହାକୁ ଦେଖିବାପାଇଁ ଭାରତୀୟ ମହାକାଶ ବିଜ୍ଞାନୀ ଚାହିଁ ରହିଛନ୍ତି । ଖାଲି ଭାରତ ନୁହେଁ, ଏହି ମିଶନ ମୁନ-୩ ଉପରେ ସାରା ବିଶ୍‌:ର … Read More

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ଗଲେ ଏସ୍‌ ଜୟଶଙ୍କର ଓ ଡେରେକ ଓବ୍ରାଏନଙ୍କ ସମେତ ୧୧ ଜଣ

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର। ତାଙ୍କ ସହ ଟିଏମସି ସାଂସଦ ଡେରେକେ ଓବ୍ରାଏନ ମଧ୍ୟ ଉଚ୍ଚ ସଦନକୁ ଯାଇଛନ୍ତି। ଏହି ଦୁଇ ନେତାଙ୍କ ସମେତ ମୋଟ ୧୧ ଜଣ ରାଜନେତା ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। … Read More

ପୁଞ୍ଚ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଅନୁପ୍ରବେଶକାରୀ ନିହତ

ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ନିୟନ୍ତ୍ରଣ ରେଖା (LoC) ନିକଟରେ ସେମାନେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ବିଫଳ କରି ଦେଇଛନ୍ତି। ସେଠାରେ ସର୍ଚ୍ଚ ଅପରେସନ୍ ପୂର୍ବରୁ ହିଁ … Read More

କୁଲ୍ଲୁରେ ବାଦଲ ଫଟା ବର୍ଷା, ବନ୍ୟାଜଳରେ ଭାସିଯାଇ ଜଣେ ମୃତ

ଉତ୍ତର ଭାରତର ଅନେକ ଅଞ୍ଚଳରେ ଦୀର୍ଘ କିଛି ଦିନ ଧରି ବର୍ଷାର ପ୍ରକୋପ ଲାଗି ରହିଛି। ହିମାଚଳ ପ୍ରଦେଶରେ ପ୍ରକୃତି ପୁଣି ତାଣ୍ଡବ ଦେଖାଇଛି। ସୋମବାର କୁଲ୍ଲୁ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ … Read More

ମନ୍ତ୍ରୀଙ୍କ ଘରେ ପଶିଲା ଇଡି, ପାଇଲା ନଗଦ ୬୦ ଲକ୍ଷ

ତାମିଲନାଡୁର କ୍ଷମତାସୀନ ଡିଏମକେର ବରିଷ୍ଠ ନେତା ତଥା ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡୀଙ୍କ ଘରେ ହଠାତ୍‌ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତାଙ୍କ ଘରେ ସମେତ ଏକାଧିକ ସ୍ଥାନରେ ରେଡ୍‌ କରି ଇଡିର ଅଧିକାରୀମାନେ ନଗଦ … Read More