ଲୋକକଳା କଳାକାରମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଭିନ୍ନ ଲୋକକଳା ଯଥା ଦାସକାଠିଆ, … Read More

ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଜଣ ଗୁରୁତର । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା । ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ … Read More

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା … Read More

ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍‌

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଜୋରଦାର ତଦନ୍ତ କରୁଛି ସିବିଆଇ । ଆଜି ସିବିଆଇ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ ସିବିଆଇ ପକ୍ଷରୁ ୫ ଜଣିଆ ଟିମ୍‌ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ … Read More

ସଶକ୍ତ ଓଡ଼ିଶା ଗଠନ ଦିଗରେ ଲୋକସେବା ଆୟୋଗ ସହାୟକ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗର ୭୫ ବର୍ଷ ପୂର୍ତ୍ତି ସମାରୋହ ଭୁବନେଶ୍ବରଠାରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଲୋକସେବା ଆୟୋଗ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ। … Read More

ବାପାଙ୍କ ହତ୍ୟାର ୧୩ ବର୍ଷ ପରେ ପ୍ରତିଶୋଧ ନେଇ ୨ ଯୁବକ ଗିରଫ

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଗଡ଼ମା ଗାଁର ମହେଶ୍ୱର ମାଝୀଙ୍କ ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଗଡ଼ମା ଗାଁର କାଡ଼ମ୍ବାସା ପାଟମାଝୀ ଓ ସୁରେନ୍ଦ୍ର ପାଟମାଝୀ। ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଠାରୁ … Read More

ଶାରଳା ମନ୍ଦିର ନବୀକରଣ କାମକୁ ନେଇ ବଢ଼ୁଛି ବିବାଦ

ଜଗତସିଂହପୁର : ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ମା’ ଶାରଳା ମନ୍ଦିରର ନିର୍ମାଣ କାମକୁ ନେଇ ବିବାଦ ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ମନ୍ଦିର ନବୀକରଣ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ଫଳରେ ଲକ୍ଷାଧିକ ଟଙ୍କା … Read More

ଜନସାଧାରଣଙ୍କୁ କ୍ଷମା ମାଗିଲେ ‘ଆଦିପୁରୁଷ’ର ସଂଳାପ ଲେଖକ ମନୋଜ

ନୂଆଦିଲ୍ଲୀ: ‘ଆଦିପୁରୁଷ’ର ସଂଳାପ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତଶିର୍‌ ଆଜି ଯୋଡ଼ହସ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ଆଜି ଟୁଇଟ୍‌ କରି ସେ ଲେଖିଛନ୍ତି: ଆଦିପୁରୁଷ ଯୋଗୁଁ ଜନତାଙ୍କ ଭାବାବେଗ ଆହତ ହୋଇଥିବା କଥା ମୁଁ ସ୍ବୀକାର … Read More

ଆମେରିକା ତା’ର ଶେଷ ରାସାୟନିକ ଅସ୍ତ୍ରାଗାର ନଷ୍ଟ କରିଛି: ରାଷ୍ଟ୍ରପତି ବାଇଡେନ୍‌

ରିଚ୍‌ମଣ୍ଡ୍‌: କେଣ୍ଟୁକିର ପୂର୍ବାଞ୍ଚଳ ଅନ୍ତର୍ଗତ ବିଶାଳ ସାମରିକ ୟୁନିଟ୍‌ରେ ଥିବା ନିଜର ଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ସବୁ ଆମେରିକା ଧ୍ବଂସ କରି ଦେଇଥିବା କଥା ଶୁକ୍ରବାର ଦିନ ହ୍ବାଇଟ୍‌ ହାଉସ୍‌ ଘୋଷଣା କରିଛି। ଏହି ଅସ୍ତ୍ରଶସ୍ତ୍ର ସବୁ ପ୍ରଥମ ବିଶ୍ବଯୁଦ୍ଧ ଅମଳରୁ … Read More

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା, ୫ ମୃତ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ପଶ୍ଚିମବଙ୍ଗରେ ହିଂସା ଲଗାତାର ଜାରି ରହିଛି । ଶନିବାର ସକାଳ ୭ଟାରୁ ରାଜ୍ୟର ୭୪ ହଜାର ସିଟ୍‌ ପାଇଁ ମତଦାନ ଆରମ୍ଭ ହୋଇଛି । … Read More