କେରଳରେ ଇଡ଼ି ଉପରେ ସିପିଆଇ କର୍ମୀଙ୍କ ଆକ୍ରମଣ

ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବାସଭବନରେ ଇଡି ରେଡ ନେଇ ଉତ୍ତେଜନା । ଥିରୁଅନନ୍ତପୁରମର ଥାମ୍ପାନୁର ଥାନାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପହଞ୍ଚିବା ପରେ ସିପିଆଇ କର୍ମୀ ଆକ୍ରମଣ ଓ ଭଙ୍ଗାରୁଜା କରିଛନ୍ତି । ବିଜୟନଙ୍କ ସମର୍ଥନରେ ଇଡି … Read More

ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ଟିଏମସିର ସାଂସଦ ଏବଂ ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ସରକାର ଆସିବା ପରେ ମମତାଙ୍କ ଟିଏମ୍ସି ଦୁର୍ଗ ଦିନକୁ ଦିନକ ଦୁର୍ବଳ ହେବାରେ ଲାଗିଛି । ଏହାରି ଭିତରେ ଟିଏମସିର … Read More

ଯାନ୍ତ୍ରିକ ତ୍ରୁଟି : ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ଦିଲ୍ଲୀରୁ ସାନଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରିଲା । ୩ ଘଣ୍ଟାରୁ ଅଧିକ ସମୟ ବିମାନ ଉଡ଼ାଣ ଭରିସାରିଥିବା ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଛି । ବିମାନରେ ପ୍ରାୟ ୨୩୦ ଯାତ୍ରୀ ଥିଲେ । … Read More

ସୁପ୍ରିମ ରାୟ : SIR ସଂପୂର୍ଣ୍ଣ ବୈଧ, ଭୋଟର ତାଲିକା ସଂଶୋଧନ କ୍ଷମତା ନିର୍ବାଚନ କମିଶନଙ୍କ ରହିଛି:

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଭୋଟର ତାଲିକା ସଂଶୋଧନ (SIR) ବୈଧ । ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଭୋଟର ଯାଞ୍ଚକୁ କୋର୍ଟଙ୍କ ମଞ୍ଜୁରୀ । ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇ ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ବା … Read More

ମନି ଲଣ୍ଡରିଂ ମାମଲା: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡ଼ି ରେଡ୍

ଥିରୁଅନନ୍ତପୁରମ : କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ ଲିମିଟେଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡ଼ିର ବଡ଼ କାର୍ଯ୍ୟାନୁଷ୍ଠାନ । ଇଡ଼ି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ) ର ବରିଷ୍ଠ ନେତା ପିନାରାୟୀ ବିଜୟନଙ୍କ ବାସଭବନରେ ରେଡ୍ କରିଛି । … Read More

ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଶୀଘ୍ର ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ୍‌

ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ବିକାଶ କରାଯାଇଥିବା ଦେଶର ପ୍ରଥମ ହାଇଡ୍ରୋଜେନ  ଟ୍ରେନ୍‌ ଖୁବ୍‌ଶୀଘ୍ର ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ। ଏହି  ଟ୍ରେନରେ ୧୦ଟି ଡବା ଓ ୧୨୦୦ କିଲୋୱାଟ୍‌ର ଇଞ୍ଜିନ ରହିଛି। ଏହା ଘଣ୍ଟା ପ୍ରତି ୭୫ କିମି ବେଗରେ ଗତି … Read More

ପୁରୀରୁ ଗିରଫ ହେଲେ TMC ବିଧାୟକ ଦିଲ୍ଲୀପ ମଣ୍ଡଳ : କୋଲକାତା ନେଲା ଏସଟିଏଫ୍

ପୁରୀ : ଓଡ଼ିଶାରୁ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଗିରଫ। ପୁରୀରୁ ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ ମଣ୍ଡଳ ଗିରଫ । ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ ବ୍ଲୁ ଲିଲିରୁ ଗିରଫ କଲା ଏସଟିଏଫ୍ l ଗିରଫ ପରେ ଦିଲ୍ଲୀପଙ୍କୁ କୋଲକାତା ଅଭିମୁଖେ ନେଇଗଲା … Read More

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା: ପଦ ଛାଡ଼ି ପାରନ୍ତି ସିଦ୍ଦରମୈୟା, ରାଜ୍ୟସଭା ଯିବେ!

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଜୋର୍‌ ଜରିଥିବାବେଳେ ଆଜି ଦିଲ୍ଲୀରେ ପାର୍ଟି ହାଇକମାଣ୍ଡଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୈଠକ ଥିଲା। ପାଖାପଖି ୬ ଘଣ୍ଟାର ମାରାଥନ ବୈଠକରେ ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ … Read More

ତୁରନ୍ତ ପଳାଅ…ବାଂଲାଦେଶୀଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଚେତାବନୀ

କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆକ୍ସନରେ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାର ରାଜ୍ୟର ସମସ୍ତ ଜିଲ୍ଲାଅଧିକାରୀଙ୍କୁ ଲିଖିତ ନିର୍ଦ୍ଦେଶ ଏବଂ ଗାଇଡଲାଇନ ଜାରି କରିଛନ୍ତି । ସମସ୍ତ ଜିଲ୍ଲାଅଧିକାରୀ ନିଜ ନିଜ ଅଞ୍ଚଳରେ ହେଲ୍ଡିଂ ସେଣ୍ଟ ନିର୍ମାଣ କରି ଉଚିତ ଜାଗା … Read More

ପଶ୍ଚିମବଙ୍ଗରେ ଏବେ ୫ ଟଙ୍କାରେ ମିଳିବ ଭାତ-ମାଛ, ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକତା : ଓଡ଼ିଶା ଭଳି କୋଲକତାରେ ମିଳିବ ୫ ଟଙ୍କିଆ ମିଲ୍ । ହେଲେ ଭାତ ଡାଲମା ନୁହେଁ ବରଂ ଭାତ-ମାଛ ମିଳିବ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରାଜ୍ୟର ଥିବା ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନରେ … Read More