ପରିଚୟ ଲୁଚାଇ ଦିଲ୍ଲୀରେ ଚାକିରି କରୁଥିବା ନକ୍ସଲକୁ ଧରିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ଅପରେସନରେ ଜଣେ ନକ୍ସଲଙ୍କୁ ଗିରଫ କରିଛି। ଏହି ମହିଳା ନକ୍ସଲ ଏତେ ବିପଦପୂର୍ଣ୍ଣ ଯେ ଝାଡ଼ଖଣ୍ଡ ପୁଲିସ ସହ ତିନିଥର ଗୁଳିବିନିମୟ କରିଥିଲେ | … Read More

ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ଅଦାଲତ ବୀର ସାବରକରଙ୍କ ଉପରେ ଟିପ୍ପଣୀକୁ ନେଇ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଛନ୍ତି । ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କୋର୍ଟ ଲଗାତାର ଶୁଣାଣିରେ ଗାଏବ ରହିବା କାରଣରୁ … Read More

ତେଜସ୍ ପାଇଁ ଜୀବନ ରକ୍ଷାକାରି ବ୍ୟବସ୍ଥାର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ – ଡିଆରଡିଓର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ବେଙ୍ଗାଲୁରୁସ୍ଥିତ ଡିଫେନ୍ସ ବାୟୋ-ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରୋମେଡିକାଲ ଲାବୋରେଟୋରୀ ହାଲୁକା ଯୁଦ୍ଧ ବିମାନ ତେଜସ୍ ପାଇଁ ସ୍ୱଦେଶୀ ଅନ୍ ବୋର୍ଡ ଅମ୍ଳଜାନ ସୃଷ୍ଟିକାରୀ ବ୍ୟବସ୍ଥା ଉପରେ ଆଧାରିତ … Read More

ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଅପେକ୍ଷା କରି ରହିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର। ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅମରନାଥ ଯାତ୍ରା ଜୁଲାଇ ୩ … Read More

ଶିକ୍ଷା, ଦକ୍ଷତା ଓ ସ୍ୱାସ୍ଥ୍ୟସେବା ସରକାରଙ୍କ ପ୍ରାଥମିକତା – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର ପୁଞ୍ଜିନିବେଶ କ୍ଷେତ୍ରରେ ଭିତ୍ତିଭୂମି ଏବଂ ଶିଳ୍ପ ସହିତ ଅର୍ଥନୀତି ଏବଂ ଉଦ୍ଭାବନକୁ ପ୍ରାଥମିକତା ଦେଇଛନ୍ତି। ନିଯୁକ୍ତି ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ମୋଦି କହିଛନ୍ତି ଯେ ଲୋକଙ୍କ କ୍ଷେତ୍ରରେ ପୁଞ୍ଜିନିବେଶ କରିବାର ଲକ୍ଷ୍ୟ … Read More

ୟୁପି ବିଧାନସଭା ପରିସରରେ ପାନଛେପ ପକାଇବା ସମୟରେ ଧରାପଡ଼ିଲେ ହେବ ଜରିମାନା

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭାର ଅଧିବେଶନ ଚାଲିଛି। ଏଭଳି ସମୟରେ ଗତ ମଙ୍ଗଳବାର ଦିନ ଉତ୍ତରପ୍ରଦେଶ ବିଧାନସଭାରେ ଜଣେ ବିଧାୟକ ପାନ ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଭିଡିଓ ସାମ୍ନାକୁ … Read More

ୟୁକ୍ରେନକୁ ୟୁରୋପ ସହାୟତା କରୁଛି ବୋଲି ସହିପାରିଲେନି ଟ୍ରମ୍ପ

ୱାଶଂଟନ୍‌: ଟ୍ରମ୍ପଙ୍କ ରାଗ ସୀମା ପାର୍‌ । ସହିପାରିଲେନି କି ଆଉ ରହିପାରିଲେନି । ରୋକଠୋକ ଶୁଣାଇ ଦେଲେ ୟୁରୋପକୁ । ୟୁକ୍ରେନକୁ ୟୁରୋପ ସହାୟତା କରୁଛି ବୋଲି ସହିପାରିଲେନି ଟ୍ରମ୍ପ। ୟୁରୋପକୁ ଟାର୍ଗେଟ କରି ଟ୍ରମ୍ପ କହିଲେ ୟୁକ୍ରେନକୁ ଯୁଦ୍ଧ … Read More

ଇତିହାସ ବିଷୟରେ ବାବରନାମା ଓ ମନୁସ୍ମୃତି ସାମିଲ୍ କରିବାକୁ କଡ଼ା ବିରୋଧ: ପ୍ରସ୍ତାବ ପ୍ରତ୍ୟାହାର କରିବ ଦିଲ୍ଲୀ ୟୁନିଭର୍ସିଟି

ନୂଆଦିଲ୍ଲୀ: ଯୁକ୍ତ ଦୁଇ ଇତିହାସ ଅନର୍ସ ପେପରରେ ବାବରନାମା ଓ ମନୁସ୍ମୃତି ସାମିଲ୍‌ କରିବାକୁ ଅଧ୍ୟାପକମାନଙ୍କ କଡ଼ା ବିରୋଧ ପରେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଯାଉଛି ଦିଲ୍ଲୀ ୟୁନିଭର୍ସିଟି। ଏନେଇ ଉପ-କୁଳପତି(ଭାଇସଚାନସେଲର) ଯୋଗେଶ ସିଂହ ସୂଚନା ଦେଇଛନ୍ତି। ଏହି ପ୍ରସ୍ତାବ ଯେପରି … Read More

ମହାକୁମ୍ଭ ଆୟୋଜନ ଆମ ପାଇଁ ଅଗ୍ନିପରୀକ୍ଷା ଥିଲା, ଗୋଟିଏ ବି ଅପରାଧ ଘଟି ନାହିଁ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାରେ ସମ୍ୱୋଧନ କରି ସିଏମ୍ ଯୋଗୀ ଆଦିତ୍ୟନାଥ ମହାକୁମ୍ଭର ସଫଳ ଆୟୋଜୱନ କଥା କହିଛନ୍ତି । ସେ ବ୍ୟବସ୍ଥିତ ଆଇନଶୃଙ୍ଖଳାର ଉଦହାରଣ ଦେଇ କହିଛନ୍ତି ଯେ ମହାକୁମ୍ଭରେ ୩୩ କୋଟି ମହିଳା ଆସିଥିଲେ, କିନ୍ତୁ ଉତ୍ପୀଡ଼ନ/ ଅପରାଧର … Read More

ଯୁବ ଛାତ୍ରମାନେ ଅଧିକ ପ୍ରଭାବଶାଳୀ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ – ରାଷ୍ଟ୍ରପତି

ଭାରତର ଉଚ୍ଚଶିକ୍ଷାନୁଷ୍ଠାନ ପ୍ରତି ଅନ୍ୟ ଦେଶମାନଙ୍କୁ ଆକୃଷ୍ଟ କରିବା ଏବଂ ଆମ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାର ଅନ୍ୟ ଦେଶର ଶିକ୍ଷାନୁଷ୍ଠାନ ସହ ସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ହେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି … Read More