ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ, ନୀତି ଆୟୋଗ ରିପୋର୍ଟରେ ଖୁଲାସା
ଭୁବନେଶ୍ୱର ୨୫/୦୧: ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ । ଯେଉଁଥିପାଇଁ ରାଜ୍ୟର ବିତ୍ତୀୟ ସ୍ୱାସ୍ଥ୍ୟ ଅନ୍ୟ ସମସ୍ତ ରାଜ୍ୟଠାରୁ ଢେର ତଗଡ଼ା । ନୀତି ଆୟୋଗ ଏକଥା ସ୍ପଷ୍ଟ କରିଛି । ରାଜ୍ୟ ଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟ ସମ୍ପର୍କରେ ନୀତି … Read More
