ଖାଇକୁ ଖସିପଡ଼ିଲା କାର୍: ୪ ମୃତ, ୨ ଗୁରୁତର
ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସକୁ ସୂଚନା ମିଳିବା ପରେ … Read More
ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍ ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସକୁ ସୂଚନା ମିଳିବା ପରେ … Read More
ଫ୍ରାନ୍ସ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ଜଣେ ମଣିଷଙ୍କ ଶରୀରରେ ଶାମୋଣ୍ଡା ଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି । ପୂର୍ବରୁ କେବଳ ପଶୁମାନଙ୍କ ଶରୀରରେ ଏହି ଭୂତାଣୁ ଠାବ କରାଯାଇଥିବା ବେଳେ ମଣିଷଙ୍କଠାରେ ସଂକ୍ରମଣର ଏହା ପ୍ରଥମ ଘଟଣା । ତେବେ ଦୁର୍ଭାଗ୍ୟବଶତଃ … Read More
ତିବ୍ଦତ: ତିବ୍ଦତରେ ଭୟଙ୍କର ଭୂମିକମ୍ପ । ୧୬ ମୃତ, ୪୦ରୁ ଅଧିକ ଆହତ । ଭୁଶୁଡିଲା ଶହ ଶହ ଘର । ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଥିଲା … Read More
ନୂଆଦିଲ୍ଲୀ: ଜାପାନରେ ଆୟୋଜିତ ଏସିଆନ୍ ପାରା ଗେମ୍ସରେ ବିବାଦରେ ଫସିଛନ୍ତି ଭାରତୀୟ ଖେଳାଳି । ମହମ୍ମଦ ସାମ୍ସ ଆସଲାମ୍ ଶେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ୪୦ ବର୍ଷୀୟ ଶେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ ନିର୍ଯାତନା … Read More
ନୂଆଦିଲ୍ଲୀ : ଘରୋଇ ଟିଭି ଚ୍ୟାନେଲଙ୍କୁ କେନ୍ଦ୍ର ସରକାରଙ୍କ ଚେତାବନୀ । ଏଆଇ ଅପବ୍ୟବହାର ଉପରେ ରୋକ ଲଗାଇବା ନିର୍ଦ୍ଦେଶ । ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ … Read More
ନୂଆଦିଲ୍ଲୀ: ଗୁରୁବାର ତିବ୍ଦତରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିବା ଜଣାପଡିଛି । ତେବେ କ୍ଷୟକ୍ଷତିର ଖବର ଏଯାଏ ହସ୍ତଗତ ହୋଇପାରିନାହିଁ । କିନ୍ତୁ ଏହଦ୍ୱାରା ହିମାଳୟ ପାର୍ବତୀୟ ଅଞ୍ଚଳର ପରିବେଶ … Read More
ୱାଶିଂଟନ: ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାର ନିକଟତର ହୋଇଥିବା ସୂଚନା ଦେଇଛନ୍ତି। ସେହିପରି ଆମେରିକାର ବୈଦେଶିକ … Read More
ନୂଆଦିଲ୍ଲୀ: ସାଉଦୀ ଆରବ ପୂର୍ବାଞ୍ଚଳ ସହର ଦମମ୍ଠାରେ ଥିବା କିଙ୍ଗ ଫହଦ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ ହୁତୀ ବିଦ୍ରୋହୀଙ୍କ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ସାଉଦୀ ନଗରିକ ହୋଇଥିବା ଅନ୍ୟ ଜଣକ ଭାରତୀୟ । … Read More
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ଡାଟା ସେଣ୍ଟର ଉପରେ ବୁଧବାର ସାଇବର ଆକ୍ରମଣ ହୋଇଛି। ହ୍ୟାକରମାନେ ଏସ୍ବିଆଇର ୩୮୯୭ଜଣ ଉପଭୋକ୍ତାଙ୍କ ତଥ୍ୟ ଚୋରି କରିଥିବା ଏସ୍ବିଆଇ ତରଫରୁ ସୂଚନା ପ୍ରଦାନ କରାଯାଇଛି।ଏସ୍ବିଆଇ ତରଫରୁ ମିଳିଥିବା ସୂଚନାନୁଯାୟୀ ଉପଭୋକ୍ତାଙ୍କ ନାମ, ମୋବାଇଲ୍ ନମ୍ବର, … Read More
ନୂଆଦିଲ୍ଲୀ: ଇସ୍ରାଏଲ୍ର ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବା ସହ ମଶାଲ ପ୍ରଜ୍ୱଳନ (Torch lighting) କରିବା ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦfଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରିଛନ୍ତି। ୨୨ ଅକ୍ଟୋବର ୨୦୨ରେ ଉଭୟ ନେତାଙ୍କ ମଧ୍ୟରେ … Read More