ୱାକଫ ବିଧେୟକକୁ ସ୍ବାଗତ କଲେ ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା

ୱାକଫ ସଂଶୋଧନ ବିଧେୟକ ବୁଧବାର ସଂସଦରେ ଆଗତ ହୋଇଛି। ଏହା ଉପରେ ୮ ଘଣ୍ଟା ଆଲୋଚନା ହେବ। ତେବେ ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଏହା ମଧ୍ୟରେ ବିଧେୟକକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା କୌସର ଜାହାଁ। … Read More

୪ରେ ବ୍ୟାଙ୍କକ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ(ବିମଷ୍ଟେକ) ଶିଖର ସମ୍ମେଳନ ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବ। ଏହି ସମ୍ମିଳନୀ ପୂର୍ବରୁ ୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଏବଂ … Read More

ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ

ବିଜୟନଗରମ: ନାଗାବଳୀ ଏକ୍ସପ୍ରେସ ଲାଇନଚ୍ୟୁତ । ବିଜୟନଗରମ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ନାନ୍ଦେଡରୁ ସମ୍ବଲପୁର ଯାଉଥିବା ନାଗାବଳୀ ଏକ୍ସପ୍ରେସ । ଟ୍ରେନର ପଛପଟେ ଥିବା ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଏକ୍ସପ୍ରେସଟି ବିଜୟନଗରମ୍ ଷ୍ଟେସନ ଛାଡିବା ପରେ ପରେ … Read More

ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଯିବେ ଦିଲ୍ଲୀ ଏମ୍ସ

ପାଟନା: ବିଗିଡ଼ିଲା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା। ଦିଲ୍ଲୀ ଯିବାକୁ ପରାମର୍ଶ ଦେଲେ ପାଟନା ଡାକ୍ତର। କୁହାଯାଉଛି ଯେ, ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଲାଲୁ ଯାଦବ ଦିଲ୍ଲୀ ଯିବାକୁ ଘରୁ ବାହାରିଥିଲେ। କିନ୍ତୁ ବିମାନବନ୍ଦର … Read More

ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ ପରେ ହଙ୍ଗାମା

ନୂଆଦିଲ୍ଲୀ : ୱାକଫ ସଂଶୋଧନ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ଏହି ବିଲ୍ ଆଗତ ହେବା ମାତ୍ରେ କଂଗ୍ରେସ ପକ୍ଷରୁ ଲୋକସଭାରେ ବିରୋଧ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଅଭିଯୋଗ କରିଛି ଯେ, ସେମାନେ ଏପ୍ରିଲ ପହିଲା (ସୋମବାର) ଅପରାହ୍ନରେ ଏହି … Read More

ନକ୍ସଲବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୬କୁ ହ୍ରାସ ପାଇଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଏକ ବିଶାଳ ପଦକ୍ଷେପ ଗ୍ରହଣ କରି ଆମ ଦେଶ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ସଂଖ୍ୟା … Read More

ଭାରତ ଆସିବାକୁ ସୁନୀତାଙ୍କ ଇଚ୍ଛା: ହିମାଳୟର ପାଦଦେଶ ବୁଲିବା ସହ ଇସ୍ରୋ ଆସିବାକୁ ଆଗ୍ରହୀ

ୱାସିଂଟନ ଡିସି: ଭାରତ ଆସିବେ ଭାରତୀୟ ବଂଶୋଦ୍ଭବ ସୁନୀତା । ନିଜ ବାପଘରକୁ ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇଚ୍ଛା ଏବଂ ଭାରତ ଆସିବାର ଆଗ୍ରହକୁ ପ୍ରକାଶ କରିଛନ୍ତି ସୁନୀତା । ଭାରତର … Read More

ମହଙ୍ଗା ହେଲା ୯୦୦ରୁ ଅଧିକ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ

ନୂଆଦିଲ୍ଲୀ,୧।୪: ଆଜିଠାରୁ, ଅର୍ଥାତ ୧ ଏପ୍ରିଲରୁ ଦେଶରେ ୨୦୨୫-୨୬ ଆର୍ଥିକ ବର୍ଷ ଆରମ୍ଭ ହୋଇଛି ଏବଂ ୯୦୦ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି ମଧ୍ୟ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନ ଅର୍ଥାତ ମଙ୍ଗଳବାର (୧ ଏପ୍ରିଲ, ୨୦୨୫) ଠାରୁ କାର୍ଯ୍ୟକାରୀ … Read More

ଦେଶବ୍ୟାପୀ ୪୧ ଟଙ୍କା କମିଲା କମର୍ସିଆଲ ଗ୍ୟାସ ଦର

ନୂଆଦିଲ୍ଲୀ : ଆଜିଠାରୁ ଦେଶବ୍ୟାପୀ କମର୍ସିଆଲ ଗ୍ୟାସ ଦର କମିଛି। ୧୯କେଜି କମର୍ସିଆଲ ଗ୍ୟାସ ଦର ୪୧ଟଙ୍କା କମିଥିବା ଜଣାପଡ଼ିଛି। କମର୍ସିଆଲ ଗ୍ୟାସ ଦର ଦିଲ୍ଲୀରେ ୪୧ଟଙ୍କା କମିଛି। ଦିଲ୍ଲୀରେ ଆଜିଠାରୁ ନୂତନ ଗ୍ୟାସ ଦର୧୭୬୨ ଟଙ୍କା ଲାଗୁ କରାଯାଇଛି।

ଓଡ଼ିଶା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ସମୃଦ୍ଧ, ସାଂସ୍କୃତିକ ଐତିହ୍ୟ ଏବଂ ଅବଦାନକୁ ମନେପକାଇବାର ଦିନ। ଓଡ଼ିଶାବାସୀ ଓଡ଼ିଶାର ଉନ୍ନତି ନିମନ୍ତେ କଠିନ ପରିଶ୍ରମ କରିଆସିଛନ୍ତି। ଭାରତୀୟ … Read More