ମୋଦୀ-ୟୁନୁସଙ୍କ ଆଲୋଚନାର ଭ୍ରମାତ୍ମକ ଉପସ୍ଥାପନା କଲା ବାଂଲାଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଗତ ୪ ତାରିଖରେ ବିମଷ୍ଟେକ ସମ୍ମିଳନୀ ଅବସରରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ରହିଥିବା ବିଭିନ୍ନ ପ୍ରସଙ୍ଗରେ … Read More

ୱାକଫ୍ ଆଇନ: ବୈଧତାକୁ ଚ୍ୟାଲେଞ୍ଜ ଆବେଦନଗୁଡ଼ିକର ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ତୁରନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ଉପରେ ବିଚାର କରିବାକୁ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି … Read More

କାନପୁରରେ ରାମ ନବମୀ: ଶୋଭାଯାତ୍ରାରେ ପଥର ମାଡ଼ ଅଭିଯୋଗ, ପୁଲିସ କହିଲା ‘ଗୁଜବ’

କାନପୁର: ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ଼ ହୋଇଥିବା ଅଭିଯୋଗକୁ ନେଇ ନାଇ ସଡକ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ତଥାପି ପୁଲିସ ଏହାକୁ ଏକ ଗୁଜବ ବୋଲି କହି ପରିସ୍ଥିତି ନିୟନ୍ତ୍ରଣରେ ରଖିଥିବା ଦାବି କରିଛି। ଉପ-ପୋଲିସ କମିଶନର (ପୂର୍ବ) … Read More

ବିହାରରେ କଂଗ୍ରେସର ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନ: ‘ଧଳା ଟି-ଶାର୍ଟ’ ପଦଯାତ୍ରାରେ ସାମିଲ ହେଲେ ରାହୁଲ

ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରରେ ‘ଧଳା ଟି-ଶାର୍ଟ’ ପଦଯାତ୍ରା ଆରମ୍ଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବେଗୁସରାଇ ଜିଲାରୁ ଆରମ୍ଭ ହୋଇଥିବା ଏହି … Read More

ଲୋକଙ୍କର କ୍ଷତି କରିବାରେ ଟ୍ରମ୍ପ ଓ ମୋଦୀ ସିଦ୍ଧହସ୍ତ : କଂଗ୍ରେସ

ନୂଆଦିଲ୍ଲୀ : ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଘୋଷଣା କରିଥିଲେ ଯାହା ପରେ ଭାରତୀୟ ଷ୍ଟକ୍ ବଜାର ସମେତ ସମଗ୍ର ବିଶ୍ବର ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗରେ, କଂଗ୍ରେସ ସୋମବାର (୦୭ … Read More

ଭାରତ ସମେତ ୧୪ ଦେଶର ଯାତ୍ରୀଙ୍କ ପାଇଁ ଭିସା ଅଟକାଇଲା ସାଉଦି ଆରବ

ରିୟାଦ: ସାଉଦି ଆରବ ଯାଉଥିବା ଭାରତୀୟମାନଙ୍କ ପାଇଁ ଏକ ଖରାପ ଖବର । ଆଗାମୀ ହଜ୍ ଋତୁ ପୂର୍ବରୁ ସାଉଦି ଆରବ ୧୪ଟି ଦେଶର ନାଗରିକଙ୍କ ପାଇଁ ଉମରା, ବ୍ୟବସାୟ ଏବଂ ପରିବାର ଭିସା ଉପରେ ସାମୟିକଭାବେ କଟକଣା ଲଗାଇଛି । … Read More

ଏମଏ ବେବୀ ହେଲେ ସିପିଆଇଏମ୍‌ର ନୂଆ ମହାସଚିବ

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ସିପିଆଇଏମ୍‌ର ନୂଆ ମହାସଚିବ ହେଲେ ମରିୟମ ଆଲେକଜାଣ୍ଡାର ବେବୀ । କେରଳ ସରକାରରେ ମନ୍ତ୍ରୀ ରହିସାରିଥିବା ୭୧ ବର୍ଷୀୟ ରାଜନେତାଙ୍କୁ ଦଳ ରବିବାର ନୂଆ ମହାସଚିବ ଭାବରେ ନିଯୁକ୍ତ କରିଛି। ଏମଏମ ବେବୀ, ସୀତାରାମ … Read More

୧୩୧ ଦିନ ପରେ ଆମରଣ ଅନଶନରୁ ଓହରିଲେ କୃଷକ ନେତା ଜଗଜିତ ସିଂ ଡଲେଓ୍ଵାଲ

ନୂଆଦିଲ୍ଲୀ: ୧୩୧ ଦିନ ଧରି ଆମରଣ ଅନଶନରୁ ଓହରିଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଜଗଜିତ ସିଂ ଡଲେଓ୍ଵାଲ।  ଏପ୍ରିଲ ୬ ତାରିଖ ନିଜର ଅନଶନ ସମାପ୍ତ କରିଛନ୍ତି। ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷକଙ୍କ ଅନ୍ୟ ଦାବିରେ ସେ … Read More

ବ୍ରିଟେନରେ ସମ୍ମାନିତ ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ବ୍ରିଟେନରେ ସମ୍ମାନ୍ନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ପୁଣି ବିଦେଶରେ ନିଜର ଚମକ ଦେଖାଇଲେ । ତେବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତିନାମା ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ … Read More

ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ; ତାମିଲନାଡ଼ୁର ନେତା ତାମିଲରେ ହସ୍ତାକ୍ଷର କରନ୍ତି ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାମେଶ୍ୱରମରେ ନୂତନ ପମ୍ବନ ରେଳ ସେତୁର ଉଦଘାଟନ କରିଛନ୍ତି। ଏହା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଭାଷା ବିବାଦକୁ ଉଗ୍ର କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ … Read More