ହରିୟାଣା ପୁଲିସ ଫାଣ୍ଡି ଉପରେ ଖଲିସ୍ତାନୀ ଗ୍ରୁପର ଗ୍ରେନେଡ୍ ଆକ୍ରମଣ

କୈଥଲ: ପଞ୍ଜାବ ସୀମାବର୍ତ୍ତୀ ହରିୟାଣାର କୈଥଲ ଜିଲ୍ଲାର ଅଜିମଗଡ ପୁଲିସ ଫାଣ୍ଡି ଉପରେ ବାବର ଖାଲସା ଗୋଷ୍ଠୀ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛି। ଏହି ବିସ୍ଫୋରଣ ରବିବାର ସକାଳେ ଘଟିଥିଲା। କିନ୍ତୁ ପ୍ରାରମ୍ଭରେ ପୁଲିସ ଏହି ମାମଲାରେ କୌଣସି ଠୋସ୍ ପ୍ରମାଣ … Read More

ଶୁଳ୍କ ଚୁକ୍ତି ପାଇଁ ଅନୁରୋଧ କରୁଥିବା ଦେଶଙ୍କୁ ଅପଶବ୍ଦ କହିଲେ ଟ୍ରମ୍ପ୍

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ସେ ଶୁଳ୍କ ବୃଦ୍ଧି କରିବା ପରେ ଅନେକ ଦେଶ ତାଙ୍କୁ ପ୍ରଶଂସା କରୁଛନ୍ତି। ଟ୍ରମ୍ପ୍ କହିଛନ୍ତି, ଆମେରିକାର ଶୁଳ୍କ ଦ୍ୱାରା ପ୍ରଭାବିତ ଦେଶମାନେ ତାଙ୍କୁ ଡାକିଛନ୍ତି ଏବଂ ଏହା ଉପରେ ଏକ … Read More

ଆମେ ହିନ୍ଦୁ, କିନ୍ତୁ ବିଜେପି ନେତାମାନେ ଯାହା କରନ୍ତି ତାହା ଆମର ଧର୍ମ ନୁହେଁ – ରାହୁଲ

ଅହମ୍ମଦାବାଦ : ବିଜେପି ପ୍ରାୟତଃ କଂଗ୍ରେସକୁ ‘ହିନ୍ଦୁ ବିରୋଧୀ’ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରେ। ବିଜେପି ରାହୁଲ ଗାନ୍ଧିଙ୍କ ଧର୍ମ ଉପରେ ବି ପ୍ରଶ୍ନ ଉଠାଯାଉଛି। କିନ୍ତୁ ଏବେ ରାହୁଲ ଗାନ୍ଧି ନିଜେ ତାଙ୍କ ଧର୍ମ ପ୍ରକାଶ କରିଛନ୍ତି। ବିଜେପି … Read More

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍

ଶ୍ରୀକାକୁଲମ: ପୁଣି ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ମଙ୍ଗଳବାର ଘଟିଛି ଏକ ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। … Read More

ସରକାରୀ କାର୍ଯ୍ୟାଳୟରୁ ହେରୋଇନ୍ ଜବତ, ଜଣେ କର୍ମଚାରୀ ଗିରଫ

ଇଟାନଗର: ଇଟାନଗର ପୁଲିସ ଏଠାକାର ସିଭିଲ୍ ସଚିବାଳୟ ପରିସରରୁ ଜଣେ ସନ୍ଦିଗ୍ଧ ଡ୍ରଗ୍ସ(ହେରୋଇନ୍) ଯୋଗାଣକାରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୪୪.୩୬ ଗ୍ରାମ ହେରୋଇନ୍ ଜବତ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ମଙ୍ଗଳବାର କହିଛନ୍ତି। ଇଟାନଗର ପୋଲିସ ଅଧୀକ୍ଷକ … Read More

ବିଜେପି ନେତାଙ୍କ ବାସଭବନରେ ଭୟଙ୍କର ବିସ୍ଫୋରଣ, ବ୍ୟାପକ କ୍ଷୟକ୍ଷତି

ଚଣ୍ଡିଗଡ଼: ପଞ୍ଜାବର ଜଳନ୍ଧର ଜିଲାରେ ବିଜେପି ନେତା ମନୋରଞ୍ଜନ କାଳିଆଙ୍କ ବାସଭବନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି, ଯାହା ଫଳରେ ସ୍ଥାନୀୟ  ଅଞ୍ଚଳରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କୌଣସି ଧନଜୀବନ … Read More

ଆଜିଠାରୁ ଲାଗୁ ହେଲା ଓ୍ବାକଫ ସଂଶୋଧନ ଆଇନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୱାକଫ ସଂଶୋଧନ ଆଇନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ନୂତନ ୱାକଫ୍ ଆଇନ ଆଜି ଅର୍ଥାତ୍ ବୁଧବାର, ୮ ଏପ୍ରିଲ୍, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ସଂସଦର ଉଭୟ … Read More

ଦଳିତ ନେତାଙ୍କ ପୂଜାର୍ଚ୍ଚନା ପରେ ମନ୍ଦିରରେ କାହିଁକି ଗଙ୍ଗାଜଳ ଛିଞ୍ଚି ଶୁଦ୍ଧିକରଣ କରାଯାଇଥିଲା, ବିଜେପି କ୍ଷମା ମାଗିବା ଉଚିତ୍: ଜୟରାମ ରମେଶ

ନୂଆଦିଲ୍ଲୀ: ରାଜସ୍ଥାନର ଦଳିତ କଂଗ୍ରେସ ନେତା ଟିକାରାମ ଜୁଲି ଅଲୱରର ଏକ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭଗବାନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରାଜ୍ୟର ଶାସକ ବିଜେପି ନେତା ଜ୍ଞାନଦେବ ଆହୁଜା ଟିକାରାମ ଜୁଲି ମନ୍ଦିର ପରିଦର୍ଶନ କରିବା ପରେ … Read More

ମୁଁ ଦେଶକୁ ଫେରୁଛି: ୟୁନୁସଙ୍କୁ ଚେତାବନୀ ଦେଲେ ହସିନା

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଭଗବାନ କିଛି ଭଲ କାମ ପାଇଁ ମତେ ଜୀବିତ ରଖିଛନ୍ତି। ଏକ ଦିନ ନିଶ୍ଚିତ ଭାବରେ ଆସିବ ଯେତେବେଳେ ଆୱାମୀ ଲିଗ୍ ନେତାମାନଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ନ୍ୟାୟର ସମ୍ମୁଖୀନ … Read More

୫୦ ଟଙ୍କା ମହଙ୍ଗା ହେଲା ଘରୋଇ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ : ସରକାର ପେଟ୍ରୋଲ-ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିବା ପରେ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢାଇଛନ୍ତି । ସରକାର ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରିଛନ୍ତି । ସୋମବାର ପେଟ୍ରୋଲିୟମ ମନ୍ତ୍ରୀ … Read More