ମୁମ୍ବାଇ ଧୁଲେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଜୀବନ

ମହାରାଷ୍ଟ୍ର : ମହାରାଷ୍ଟ୍ର ଧୁଲେ ଅଞ୍ଚଳରେ ଲଲିଙ୍ଗ ଘାଟରେ ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ୩ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଡମ୍ପର ଓ ଏକ ଟ୍ରକ ଓଲଟି ଯାଇଥିବା ବେଳେ ପଛରୁ ଆସୁଥିବା ଏକ ପ୍ରାଇଭେଟ ବସ୍ ଏହି … Read More

ଟିଭିକେରେ ଯୋଗ ଦେଲେ ଏଆଇଏଡିଏମ୍‌କେର ୩ ବିଧାୟକ

ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏଆଇଏଡିଏମ୍‌କେକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗିଛି। ଏଆଇଏଡିଏମ୍‌କେର ସିଭି ଷଣ୍ମୁଗମ୍ ଓ ଏସ୍‌ପି ଭେଲୁମଣି ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେକୁ ଆସ୍ଥା ଭୋଟରେ ସମର୍ଥନ ଦେବା ପରେ ଏବେ ସେମାନଙ୍କ … Read More

ତୈଳ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଲେ ମଲ୍ଲିକାର୍ଜୁନ-ରାହୁଲ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ, … Read More

ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ଡିପୋର୍ଟ କରିବା ପାଇଁ ନିର୍ମାଣ ହେବ ହୋଲ୍ଡିଂ ସେଣ୍ଟର

କୋଲକତା : ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ପାର୍ଇ ବହୁତ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଅବୈଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ସ୍ବତନ୍ତ୍ର ଭାବେ ହୋଲ୍ଡିଂ ସେଣ୍ଟର … Read More

ଶାମୁକା ସଂଗ୍ରହ ବେଳେ ନଦୀରେ ଭାସି ୮ ମୃତ, ଅନେକ ନିଖୋଜ

କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଚେଷ୍ଟା … Read More

ଝଡ଼ ବାତ୍ୟାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା; ଅନେକ ଶ୍ରମିକ ଫସିଥିବା ଆଶଙ୍କା

ଫିଲିପିନ : ଫିଲିପାଇନ୍ସ ରାଜଧାନୀ ମାନିଲାର ଉତ୍ତରରେ ସ୍ଥିତ ପାମ୍ପଙ୍ଗା ପ୍ରଦେଶର ଆଞ୍ଜେଲସ୍ ସହରରେ ନିର୍ମାଣାଧୀନ ଏକ ୯ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣା ସମୟରେ ଅନେକ ଶ୍ରମିକ କୋଠାରେ ରହିଥିଲେ । ତେବେ ସେମାନେ ଭଗ୍ନାବଶେଷ ତଳେ … Read More

କ୍ବେଟା ରେଲୱେ ଟ୍ରାକରେ ବିସ୍ଫୋରଣ, ୨୪ ମୃତ, ୫୦ ଆହତ

ପାକିସ୍ତାନ :ରବିବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କ୍ୱେଟାର ଚମନ ରେଳ ଫାଟକ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣକୁ … Read More

ତେଲେଙ୍ଗାନାରେ ଅଂଶୁଘାତରେ ୧୬ମୃତ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ତେଲଙ୍ଗାନା : ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ଖସିଛି । ଏଭଳି ସ୍ଥଳେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ତେଲଙ୍ଗାନାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଭୀଷଣ … Read More

ଇବୋଲାକୁ ନେଇ ଆଡଭାଇଜରୀ ଜାରି କଲା ଭାରତ, କଙ୍ଗୋ ଓ ୟୁଗାଣ୍ଡା ଯାତ୍ରା କରିବାକୁ ବାରଣ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ପୁଣିଥରେ ଏକ ମହାମାରୀ ଆତଙ୍କ ଦେଖାଦେଉଛି । ଆଫ୍ରିକାର କିଛି ଦେଶରେ ଇବୋଲା ଭାଇରସର ମାମଲାରେ ବଢିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଛି । ବିଶ୍ବ ସ୍ତରରେ … Read More

ଫାଲଟାରେ ଲକ୍ଷାଧିକ ଭୋଟରେ ବିଜେପିର ବିଜୟ

କୋଲକତା: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀର ପୁନଃନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଂଶୁ ପଣ୍ଡା ନିକଟତମ ପ୍ରାର୍ଥୀ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସିଷ୍ଟ)ର ଶମ୍ଭୁନାଥ କୁର୍ମିଙ୍କୁ ୧୦୯୦୨୧ ଭୋଟରେ ପରାସ୍ତ କରିଛନ୍ତି। ଦେବାଂଶୁଙ୍କୁ ମୋଟ ୧୪୯୬୬୬ … Read More