ସମ୍ବଲପୁରରେ ଅତ୍ୟାଧୁନିକ ବସ ଟର୍ମିନାଲ ସହ ୨୫ ଇ-ବସ୍‌ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍‌ର  ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା … Read More

ଜରୁରୀ ଅବତରଣ ବେଳେ ବିମାନ ଦୁର୍ଘଟଣା: ପାଇଲଟଙ୍କ ସହ ୬ ଆହତ

ରାଉରକେଲା:ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ବିମାନ । ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ସହ ୬ ଆହତ … Read More

ରାସ୍ତା ମଝିରେ ଜଳିଗଲା ‘ଆମ ବସ୍‌’

ଭୁବନେଶ୍ବର: ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବାକୁ … Read More

ପ୍ରଭାସଙ୍କ ଫିଲ୍ମ ଚାଲିଥିବାବେଳେ ରାୟଗଡ଼ା ସିନେମା ହଲରେ ନିଆଁ, ଫ୍ୟାନ୍ସ କରୁଥିଲେ ଆଳତି

ଭୁବନେଶ୍ବର: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଦି ରାଜା ସାବ” ଜାନୁଆରୀ ୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ​​ଏବଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତାଙ୍କ ଅନେକ ପ୍ରଶଂସକ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ । … Read More

ଶୀତ ପାଇଁ ଆସନ୍ତାକଲିଠାରୁ ବଦଳିବ ବିଦ୍ୟାଳୟ ସମୟ

କଟକ: ପ୍ରବଳ ଶୀତ ପାଇଁ ବଦଳିଲା ବିଦ୍ୟାଳୟ ସମୟ । ଛାତ୍ରଛାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ନିଷ୍ପତ୍ତି ନେଲା କଟକ ପ୍ରଶାସନ । ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କଟକ ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ବିଦ୍ୟାଳୟ … Read More

ପ୍ରଦୂଷଣ ପ୍ରମାଣପତ୍ର ମାମଲାରେ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା

କଟକ: ପ୍ରଦୂଷଣ ପ୍ରମାଣପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚ ଅଦାଲତଙ୍କ ବଡ଼ ଝଟକା । ମୋଟର ଯାନ ଆଇନ ଉଲଙ୍ଘନ ଅଭିଯୋଗରେ ପରିବହନ ପ୍ରାଧିକରଣକୁ ନୋଟିସ । ପିୟୁସିସି ପ୍ରସଙ୍ଗରେ ପରିବହନ ସଚିବ ଓ ରାଜ୍ୟ ପରିବହନ ପ୍ରାଧିକରଣକୁ ଜବାବ ମାଗିଲା … Read More

ଖୁବଶୀଘ୍ର ସରିବ ଶ୍ରୀଗୁଣ୍ଡିଚା ମନ୍ଦିର ସଂରକ୍ଷଣ କାର୍ଯ୍ୟ

ପୁରୀ: ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ସରିବ କାର୍ଯ୍ୟ । ଖୁବଶୀଘ୍ର ସରିବ ଶ୍ରୀଗୁଣ୍ଡିଚା ମନ୍ଦିର ସଂରକ୍ଷଣ କାର୍ଯ୍ୟ । ମନ୍ଦିର ସଂରକ୍ଷଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି … Read More

କମିବନି ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି

ପୁରୀ: କମିବ ନାହିଁ ପୁରୀ ଭକ୍ତ ନିବାସ ପାର୍କିଂ ଫି । ଭକ୍ତ ଚାହିଁଲେ ଅନ୍ୟ ପାର୍କିଂରେ ଗାଡ଼ି ରଖି ପାରିବେ । ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି କମିବ ନାହିଁ । ନିର୍ଦ୍ଧାରିତ ଦ୍ୱାରା ଅନୁସାରେ ସେଇ ୫୦୦ ଟଙ୍କା … Read More

ପିୟୁସି ପ୍ରକ୍ରିୟାରେ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପିୟୁସି ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ସରକାରଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ କାର୍ଯ୍ୟକାରୀ କରିବାରେ ଘୋର ଭୁଲ ପରିଚାଳନା ଏବଂ ବାରମ୍ବାର ନୀତିଗତ … Read More

ବାପାର କୁରାଢ଼ୀ ଚୋଟରେ ପୁଅ ମୃତ

ଠାକୁରମୁଣ୍ଡା: ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ ହୋଇଛି । ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିଆ ଗ୍ରାମରେ । ସେହି ଗ୍ରାମର ଅନାମ ବାଉଁଶିଆ ନିଜ ବଡପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି … Read More