ଓରାଙ୍ଗଓଟାନ ଉଦ୍ଧାର ଘଟଣା : ଦୀଘାରୁ ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ ଟିମ୍
ଜଳେଶ୍ବର : ଭୋଗରାଇରୁ ଓରାଙ୍ଗ ଓଟାନ ଉଦ୍ଧାର ଘଟଣାରେ ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲ ରୁ ୩ ଜଣଙ୍କୁ ଉଠାଇ ନେଲା ଏସଟିଏଫ ଟିମ୍ । ହୋଟେଲ ମାଲିକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ହୋଟେଲ ମାଲିକଙ୍କ ଘର ହାଓଡା … Read More
