ଜାତି ପ୍ରମାଣପତ୍ରରେ ଏଣିକି ହେବନି ‘ହରିଜନ’ ଶବ୍ଦର ବ୍ୟବହାର, ଏସ୍‌ସି/ ଏସଟି ଉନ୍ନୟନ ବିଭାଗର ଚିଠି

Spread the love

Spread the loveଭୁବନେଶ୍ୱର : ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ “ହରିଜନ” ଶବ୍ଦ । ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ “ହରିଜନ” ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ ।  … Read More

ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

Spread the love

Spread the loveସୁନ୍ଦରଗଡ଼ : ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ସୁନ୍ଦରଗଡ଼ ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏପରି ହତ୍ୟାକାଣ୍ଡ । ସ୍ତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ । ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ … Read More

ଘରକୁ ବିଜୁଳି ସଂଯୋଗ ନାହିଁ, ବିଲ ଆସିଛି ୧୦,୪୭୫ ଟଙ୍କା

Spread the love

Spread the loveଗଜପତି: ଘରେ ନାହିଁ ବିଜୁଳି ସଂଯୋଗ, କିନ୍ତୁ ବିଲ ଆସିଛି ୧୦,୪୭୫ ଟଙ୍କା l ହଁ ଆଜ୍ଞା, ଘରେ କେବେ ଆଲୁଅ ଦେଖିନଥିବା ପରିବାରକୁ ଆସିଛି ମୋଟା ଅଙ୍କର ବିଲ l ବସିଛି ବିଦ୍ୟୁତ ଖୁଣ୍ଡ, ଘରେ ଲାଗିଛି … Read More

ପାରିବାରିକ କଳହ: ମା’ ସହ ଝଗଡ଼ା ଲାଗି ଜୀବନ ହାରିଲେ ନାବାଳିକା

Spread the love

Spread the loveକେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇରେ ପୁଣି ଚାଞ୍ଚଲ୍ୟ । ଜଣେ ଛାତ୍ରୀଙ୍କ ଜୀବନ ହାରିବାକୁ ନେଇ ଆସିଛି ଅଭିଯୋଗ । ପଟ୍ଟାମୁଣ୍ଡାଇ ପୌର ପରିଷଦ ମାଟିଆ ଗାଁରୁ ଆସିଛି ଅଭିଯୋଗ । ୧୩ ବର୍ଷୀୟ ନାବାଳିକା ଆଜି ଜୀବନ ହାରିବାକୁ ନେଇ … Read More

ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା କାମ ନକଲେ ଦରମା ବନ୍ଦ

Spread the love

Spread the love ଭୁବନେଶ୍ୱର : କାମ ନ କଲେ ଦରମା ବନ୍ଦ ।  ସରକାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି ।  ଯାହା ଆବଶ୍ୟକ ପଦକ୍ଷେପ ନେବେ ସରକାର ।  ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା … Read More

ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ … Read More

ଆମେରିକା ଇସାରାରେ ପାକିସ୍ତାନ…ସ୍ବୀକାର କରିବ କି ଡ୍ରାଗନ ?

Spread the love

Spread the loveନୂଆଦିଲ୍ଲୀ: ଚୀନର ସବୁଦିନିଆ ବନ୍ଧୁ ସାଜିଥିବା ପାକିସ୍ତାନ ଏବେ ଆମେରିକା ଇସାରାରେ ଚାଲିଛି। ଯେଉଁ ପାକିସ୍ତାନର ସେନା ଦିନେ ଆମେରିକାର ସବୁଠୁ ବଡ଼ ଶତ୍ରୁ ଲାଦେନକୁ ଲୁଚାଇ ରଖିଥିଲା, ସେଇ ଦେଶର ସେନା ମୁଖ୍ୟ ଏବେ ଟ୍ରମ୍ପଙ୍କ ଅତିଥୀ। … Read More

କାଶ୍ମୀର ପଣ୍ଡିତ ମହିଳାଙ୍କ ହତ୍ୟା ମାମଲାକୁ ନେଇ ୮ସ୍ଥାନରେ ଚଢାଉ

Spread the love

Spread the loveଶ୍ରୀନଗର: ୧୯୯୦ ମସିହାରେ କାଶ୍ମୀର ପଣ୍ଡିତ ମହିଳାଙ୍କୁ ଅପହରଣ କରାଯାଇଥିଲା। ଅପହରଣ ପରେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ସରଲା ଭଟ୍ଟଙ୍କ ଅପହରଣ ଏବଂ ହତ୍ୟା ମାମଲାରେ ରାଜ୍ୟ ତଦନ୍ତ ସଂସ୍ଥା (SIA) ମଙ୍ଗଳବାର ଦିନ ଶ୍ରୀନଗରର ବିଭିନ୍ନ ସ୍ଥାନରେ … Read More

ମୋଦି-ଟ୍ରମ୍ପଙ୍କୁ ନେଇ କହିଦେଲେ ବଡ କଥା ପୂର୍ବତନ ପେଣ୍ଟାଗନ ଅଧିକାରୀ: ଅସୀମ ମୁନିରଙ୍କୁ ଓସାମା ବିନ୍ ଲାଡେନ୍ ସହ କଲେ ତୁଳନା

Spread the love

Spread the loveନୂଆଦିଲ୍ଲୀ: ଆମେରିକା ଏବଂ ରୁଷ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ, ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ତାତ୍ସଲ୍ୟ କରିବା ସହ ଆମେରିକା ଶୁଳ୍କ ଧମକକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ … Read More

ଜୁଟ୍ ବ୍ୟାଗ ସମେତ ଅନେକ ସାମଗ୍ରୀର ଆମଦାନୀ ଉପରେ ଲଗାଇଲା ରୋକ: ବାଂଲାଦେଶକୁ ଭାରତର ବଡ଼ ଝଟକା

Spread the love

Spread the loveନୂଆଦିଲ୍ଲୀ: କିଛି ଦିନ ହେବ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ଦେଖାଦେଇଛି। ଶେଖ ହସିନାଙ୍କ କ୍ଷମତାଚ୍ୟୁତ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏବେ ଏହାର ପ୍ରଭାବ ଆମଦାନୀ ଉପରେ ମଧ୍ୟ … Read More