ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ନାଗରିକ ଅଟକ

Spread the love

Spread the love ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁପୱାରା ଜିଲାରୁ ଶନିବାର ସେନା ଓ ପୁଲିସ ମିଳିତ ଅଭିଯାନ ଚଲାଇ ଜଣେ ପାକିସ୍ତାନ ନାଗରିକଙ୍କୁ ଅଟକ ରଖିଛନ୍ତି। ସୀମା ଅତିକ୍ରମ କରି ଜଣେ ପାକିସ୍ତାନ ନାଗରିକ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିଥିବା ନେଇ ବିଶ୍ବସ୍ତ … Read More

ନକଲି ବ୍ରିଗେଡିୟରକୁ ବାନ୍ଧିଲା ଉତ୍ତରପ୍ରଦେଶ ପୋଲିସ

Spread the love

Spread the love ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁର୍‌ରୁ ଜଣେ ୨୧ବର୍ଷୀୟ ନକଲି ବ୍ରିଗେଡିୟରକୁ ପୁଲିସ ଗିରଫ କରିଛି। ଗିରଫ ଯୁବକର ନାମ ଆର୍ୟନ ବର୍ମା ବୋଲି ଜଣାପଡ଼ିଛି। ବେଶ୍‌ କିଛିମାସ ହେବ ଆର୍ୟନ ନିଜକୁ ବ୍ରିଗେଡିୟର ବେଶରେ ସଜାଇ ଦୁଇଜଣ ସୁରକ୍ଷାକର୍ମୀ … Read More

ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Spread the love

Spread the love ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁରୋପ ଗସ୍ତରେ ଯାଇଛନ୍ତି। ମୋଦୀ ଫ୍ରାନ୍ସ ଓ ସ୍ଲୋଭାକିଆ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନାଇସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରନ୍‌ଙ୍କ ସହ … Read More

ବଜ୍ରାଘାତରେ ଜଳିଗଲେ ଦୁଇ ଚାଷୀ

Spread the love

Spread the love ଆଠଗଡ଼ : ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁ ଗହିରରେ ଅଘଟଣ l  ବଜ୍ରାଘାତରେ ଜଳିଗଲେ ଦୁଇ ଜଣ l କାଳ ବୈଶାଖୀ ଘଡଘଡି ବର୍ଷା ଯୋଗୁ କୁଡିଆ ଭିତରେ ଆଶ୍ର୍ରୟ ନେଇଥିବା ବେଳେ ଦୁଇ ଜଣ ଜୀବନ୍ତ … Read More

ରାମ ମନ୍ଦିର ଦାନ ବାକ୍ସରୁ ୭ କୋଟି ଟଙ୍କା ହେରଫେର !, ୩ ଜଣିଆ SIT ଟିମ୍ ଗଠିତ

Spread the love

Spread the love ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା ।  ଗଠନ ହେଲା ୩ ଜଣିଆ SIT ଟିମ୍ । ଦଳରେ ସାମିଲ ଅଛନ୍ତି ଜଣେ କମିଶନର, … Read More

ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

Spread the love

Spread the loveଡେରାଡୁନ : ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲା ଅନ୍ତର୍ଗତ ବିକାଶନଗରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି, ଯାହାଫଳରେ ସ୍ଥିତି ଅଧିକ ଗମ୍ଭୀର … Read More

ବଦଳିଲା ଭାରତୀୟ ସେନାର ଡ୍ରେସ କୋଡ୍, ହଟିଲା ଇଂରେଜ ଶାସନ କାଳର ଚିହ୍ନ

Spread the love

Spread the loveନୂଆଦିଲ୍ଲୀ : ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ । ଭାରତୀୟ ସେନା ନିଜର ଡ୍ରେସ ଏବଂ ଗ୍ରୁମିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ କରିଛି । ସେନା ପୋଷାକରେ ଝଲସିବ ଭାରତୀୟତା । ଆର୍ମି ୟୁନିଫର୍ମ-୨୦୨୬ ଲାଗୁ, ହଟିଲା … Read More

ପୋଲିସ ପରୀକ୍ଷା ଆଶାୟୀଙ୍କ ତୁମୂଳକାଣ୍ଡ, ଟ୍ରେନ ବିଳମ୍ବ ଯୋଗୁଁ ପାଟଳିପୁତ୍ର ଷ୍ଟେସନରେ ଭଙ୍ଗାରୁଜା

Spread the love

Spread the loveପାଟନା : ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୁମୂଳକାଣ୍ଡ । ପୋଲିସ ସିପାହୀ ପଦବୀ ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି । ଟ୍ରେନର ଅଭାବ ଏବଂ ଟ୍ରେନ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର … Read More

ଗାଁ କମିଟି ନିଷ୍ପତ୍ତି ନମାନିବାରୁ ୪ ପରିବାରକୁ ଗାଁରୁ ବାସନ୍ଦ, ବ୍ୟାରିକେଡ ହଟାଇଲା ପୋଲିସ

Spread the love

Spread the loveପୋଲସରା : ଗ୍ରାମ କମିଟି ନିଷ୍ପତ୍ତି ନମାନିବାରୁ ରାସ୍ତାରେ ବ୍ୟାରିକେଡ । ୪ ପରିବାର ଗାଁରୁ ବାସନ୍ଦ ହୋଇଥିିବା ଅଭିଯୋଗ । ପରିବାର ରହୁଥିବା ରାସ୍ତାରେ ବାଡ଼ ବାନ୍ଧି ଯାତାୟତ ବନ୍ଦ କଲେ ଗ୍ରାମବାସୀ। ୩ଦିନ ଧରି ଗୃହବନ୍ଦୀ ରହିଲେ … Read More

ଇନଷ୍ଟାଗ୍ରାମରେ ସେକ୍ସ ରାକେଟ, ୪ ଜଣଙ୍କୁ ବାନ୍ଧିଲା ତମାଣ୍ଡୋ ପୋଲିସ

Spread the love

Spread the loveଭୁବନେଶ୍ୱର : ଇନଷ୍ଟାଗ୍ରାମରୁ ଫଟୋ ଚୋରି କରି ଚଳାଉଥିଲେ ସେକ୍ସ ରାକେଟ । ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ କରୁଥିଲେ ଟାର୍ଗେଟ । ବୁକିଂ ଚାର୍ଜ, କ୍ୟାବ୍ ଚାର୍ଜ ଓ ସର୍ଭିସ ଚାର୍ଜ ନାଁରେ ଆଦାୟ କରୁଥିଲେ ଟଙ୍କା … Read More