‘ଅର୍ଣ୍ଣବ’ ପ୍ରଭାବ: ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ସ୍କୁଲ୍ ସହ ଅଙ୍ଗନବାଡ଼ି ବନ୍ଦ ଘୋଷଣା

Spread the love

Spread the loveଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ (Cyclone Arnab) ର ପ୍ରଭାବ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ଅନୁଭୂତ ହେବାକୁ ଯାଉଛି। ପାଣିପାଗ ବିଭାଗର ଚେତାବନୀ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା … Read More

ମାଲକାନଗିରିରେ ବାତ୍ୟା ମୁକାବିଲା: ମୋଟୁ,କାଲିମେଳା ଓ ପଡିଆ ଅଞ୍ଚଳରେ ପ୍ରଶାସନର ସ୍ବତନ୍ତ୍ର ନଜର

Spread the love

Spread the loveମାଲକାନଗିରି: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମାଲକାନଗିରି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆସନ୍ତା ୨୮ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହେବାର ଆଶଙ୍କା ଥିବାରୁ ଜନଜୀବନର ସୁରକ୍ଷା ଓ ବିପର୍ଯ୍ୟୟର ମୁକାବିଲା ପାଇଁ … Read More

ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା, ୫ ଜିଲ୍ଲାରେ ସ୍ଥଗିତ

Spread the love

Spread the loveକଟକ :  ବାତ୍ୟା ଅର୍ଣ୍ଣବ ସତ୍ତ୍ୱେ ଚାଲିବ ମାଧ୍ୟମିକ ଶିକ୍ଷା ପରିଷଦର ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା। କିନ୍ତୁ ୫ ଟି ଜିଲ୍ଲାରେ ବୋର୍ଡ ପକ୍ଷରୁ ଖାତା ଦେଖା ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି।  … Read More

ପୁଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ: ଥାନାରେ ଉତ୍ତେଜନା, ହତ୍ୟା ଅଭିଯୋଗ ଆଣିଲା ପରିବାର

Spread the love

Spread the loveମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ କେନ୍ଦ୍ର କରି ଆଜି ଉତ୍ତେଜନା ଦେଖାଦେଇଛି। ହରିୟାଣା ପୁଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଅଟକ ରଖାଯାଇଥିବା ଜଣେ ଯୁବକଙ୍କ ମୃତଦେହ ମାଲକାନଗିରିର ଏକ ହୋଟେଲ ଭିତରୁ … Read More

ଭୋଗ ଖିଆକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Spread the love

Spread the loveଭୁବନେଶ୍ୱର : ମନ୍ଦିର ବେଢ଼ାରେ ଭୋଗ ଖାଇବାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ । ଆକ୍ରମଣ ଓ ପ୍ରତିଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଏକାଧିକ ଲୋକ । ବଡ଼ ରଘୁନାଥପୁର ଓ ମଦନପୁର ଗାଁ ମଧ୍ୟରେ ଏହି ସଂଘର୍ଷ … Read More

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ମୃତ

Spread the love

Spread the loveଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତାର କୋତ୍ତମ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଜଣା ଗାଡ଼ି ସ୍କୁଟିକୁ ଧକ୍କା ଦେବା ଫଳରେ ୩ ଜଣ ଯୁବକ … Read More

ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Spread the love

Spread the loveଭୁବନେଶ୍ୱର: ବାତ୍ୟା ପ୍ରଭାବରେ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ଆଶଙ୍କା ରହିଛି । ୨୭ ଓ ୨୮ ତାରିଖରେ ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର … Read More

ଆସନ୍ତାକାଲି କୋଟିଆ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ବିକାଶର ସମୀକ୍ଷା ଓ ଆଗାମୀ ଯୋଜନା ନେଇ ହେବ ତର୍ଜମା

Spread the love

Spread the loveଭୁବନେଶ୍ୱର: କୋଟିଆ ବିକାଶର ସମୀକ୍ଷା ଏବଂ ଆଗାମୀ ଯୋଜନା ପାଇଁ ଆସନ୍ତାକାଲି (୨୭ ଅକ୍ଟୋବର ୨୦୨୬) ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା … Read More

ବିଜେଡିର ଜେନ୍-ଜି ରଣନୀତି, ଛାତ୍ରନେତାଙ୍କ ସହ ସୁଜାତା ରାଉତଙ୍କ ଆଲୋଚନା ନେଇ ଚର୍ଚ୍ଚା

Spread the love

Spread the loveଭୁବନେଶ୍ୱର: ଜେନ୍ -ଜିଙ୍କୁ ନେଇ ବିଜେଡିର ନୂଆ ରଣନୀତି!। ଯୁବପିଢ଼ିଙ୍କ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ବିଜୁ ଜନତା ଦଳର ନୂଆ ପ୍ରୟାସ । ବିଜୁ ଛାତ୍ର ଜନତା ଦଳ ସମର୍ଥନରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ … Read More

ବାରିପଦାରୁ ଉଦ୍ଧାର ହେଲା ନିଖୋଜ ୪ ବର୍ଷର ଶିଶୁ କନ୍ୟା, ଅପହରଣକାରୀ ଗିରଫ

Spread the love

Spread the loveବାରିପଦା: ବାରିପଦାରୁ ନିଖୋଜ ୪ ବର୍ଷର ଶିଶୁ କନ୍ୟା ଉଦ୍ଧାର । ଅପହରଣକାରୀ ଗିରଫ। ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ଭଞ୍ଜପୁର ଥାନା ପୋଲିସ । ବାରିପଦା ସହରର ଭଞ୍ଜପୁର ଥାନା ଅନ୍ତର୍ଗତ ଜମୁନାଦେଈପୁର ଅଞ୍ଚଳରୁ ଜଣେ ୪ … Read More