Skip to content
  • ହୋମ
  • ରାଜ୍ୟ
  • ଦେଶ – ବିଦେଶ
  • ରାଜନୀତି
  • ଅପରାଧ
  • କରୋନାଭାଇରସ୍‌
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

Flash News

ବମ୍ବେ ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା ଘଟଣା; ଡିନ୍ ପଦରୁ ନିଲମ୍ବିତ ହେଲେ ପ୍ରଫେସର ସୂର୍ଯ୍ୟନାରାୟଣ

୨୦୦ ମିଟର ଗଭୀର ଖାଇକୁ ଖସିଲା କାର୍, ୪ ମୃତ, ଜଣେ ଗୁରୁତର

ଜଙ୍ଗଲ ନିଆଁ ଲିଭାଇବା ବେଳେ ହେଲିକପ୍ଟର କ୍ରାଶ୍, ଚାଲିଗଲା ୨ ପାଇଲଟଙ୍କ ଜୀବନ

ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ନ ଗାଇଲେ ଅପରାଧ ହେବ ନାହିଁ: ସୁପ୍ରିମ୍‌କୋର୍ଟ

ବିଶ୍ୱ ବଜାରରେ କମିବ ତୈଳ ଦର, ତୈଳ ଯୋଗାଣ ଆରମ୍ଭ କଲା ସାଉଦି ଆରାମକୋ

ଅକ୍ଟୋବର ୧ରୁ ବିଭିନ୍ନ ବ୍ୟାଙ୍କ ପାଇଁ FDର ନିୟମ ପରିବର୍ତ୍ତନ କରିବ RBI

ନାବାଳିକା ଅସଦାଚରଣ ମାମଲା, ଫେରାର ଉଦ୍ୟମ ବେଳେ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

୨୩ ରାତିରେ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଉପକୂଳ ଛୁଇଁବ ଗଭୀର ଅବପାତ

ପାଠ୍ୟପୁସ୍ତକ ତ୍ରୁଟି ଓ ଏମଏମଡିଆରକୁ ନେଇ ବିଧାନସଭାରେ ବିରୋଧୀଙ୍କ ପ୍ରତିବାଦ

ଅକ୍ଟୋବର ୨୭ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Kartabya

Kartabya

ସବୁବେଳେ ସତ୍ୟ, ନିର୍ଭିକ ଓ ପ୍ରେରଣାଦାୟୀ

  • ହୋମ
  • ରାଜ୍ୟ
  • ଦେଶ – ବିଦେଶ
  • ରାଜନୀତି
  • ଅପରାଧ
  • କରୋନାଭାଇରସ୍‌
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
Wednesday, September 23, 2026
Mahanadi 2025 09 06 12 08 22
State

ମହାନଦୀ ଜଳ ବିବାଦ: ଅକ୍ଟୋବର ୧୧ ସୁଦ୍ଧା ବୁଝାମଣା କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

kartabya September 6, 2025
Spread the love

ଭୁବନେଶ୍ବର: ବହୁଚର୍ଚ୍ଚିତ ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି। ଏନେଇ ଓଡ଼ିଶା ପାଇଁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ଶ୍ରୀ ଆଚାର୍ଯ୍ୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଛି। ଆସନ୍ତା ଅକ୍ଟୋବର ୧୧ ସୁଦ୍ଧା ବୁଝାମଣାର ଅଗ୍ରଗତି ଜଣାଇବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି। କାଲି ଉଭୟ ଓଡ଼ିଶା ଓ ଛତିଶଗଡ଼ର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ଆଲୋଚନା ଜାରି ରହିଛି। ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନଥିଲେ। ରାଜ୍ୟରେ ସରକାର ବଦଳିବା ପରେ ଆପୋସ ବୁଝାମଣା ପାଇଁ ଉଦ୍ୟମ ଜାରି ରହିଛି। କୌଣସି ଜଳ ବିବାଦର ସମାଧାନ ଟ୍ରିବ୍ୟୁନାଲ୍‌ରେ ହୋଇ ନାହିଁ। ଯଦି ବିବାଦ ସମାଧାନ ନହୁଏ ପ୍ରକଳ୍ପ ପାଇଁ ସିଡବ୍ଲ୍ୟୁସିଙ୍କ ସ୍ବୀକୃତି ମିଳିବ ନାହିଁ। 

Post navigation

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମହିଳା କମାଣ୍ଡର ମୃତ
ଭୁଶୁଡ଼ିଲା ୪ ମହଲା କୋଠା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବମ୍ବେ ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା ଘଟଣା; ଡିନ୍ ପଦରୁ ନିଲମ୍ବିତ ହେଲେ ପ୍ରଫେସର ସୂର୍ଯ୍ୟନାରାୟଣ September 22, 2026
  • ୨୦୦ ମିଟର ଗଭୀର ଖାଇକୁ ଖସିଲା କାର୍, ୪ ମୃତ, ଜଣେ ଗୁରୁତର September 22, 2026
  • ଜଙ୍ଗଲ ନିଆଁ ଲିଭାଇବା ବେଳେ ହେଲିକପ୍ଟର କ୍ରାଶ୍, ଚାଲିଗଲା ୨ ପାଇଲଟଙ୍କ ଜୀବନ September 22, 2026
  • ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ନ ଗାଇଲେ ଅପରାଧ ହେବ ନାହିଁ: ସୁପ୍ରିମ୍‌କୋର୍ଟ September 22, 2026
  • ବିଶ୍ୱ ବଜାରରେ କମିବ ତୈଳ ଦର, ତୈଳ ଯୋଗାଣ ଆରମ୍ଭ କଲା ସାଉଦି ଆରାମକୋ September 22, 2026

Calendar

September 2026
M T W T F S S
 123456
78910111213
14151617181920
21222324252627
282930  
« Aug    

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
Proudly powered by WordPress | Theme: FreeNews | By ThemeSpiral.com.