୨୯ ଯାଏଁ ଗୋପାଳପୁର ଓ ସୁନପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ
ଗଞ୍ଜାମ: ଆସୁଛି ବାତ୍ୟା । ସମୁଦ୍ର ଭିତରରେ ବଳ ଗୋଟାଇ ବାତ୍ୟା ‘ଅର୍ଣ୍ଣବ’ ଆସୁଥିବାରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ବାରଣ କରିଛି ପ୍ରଶାସନ । ଏପଟେ ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ । … Read More
