୬ ମାସ ପରେ DFO ଅଫିସର ସିନିଅର ଆସିଷ୍ଟାଣ୍ଟ ଭିରଫ, ସରକାରୀ ଅର୍ଥ ହେରଫେର୍ ଅଭିଯୋଗ
ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ରବିବାର ଦିନ ନୂଆପଡ଼ା ସ୍ଥିତ ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଭିଜନାଲ୍ ଫରେଷ୍ଟ ଅଫିସର (DFO)ଙ୍କ କାର୍ଯ୍ୟାଳୟରେ ‘ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍’ର ଦାୟିତ୍ୱରେ ଥିବା ବରିଷ୍ଠ ସହାୟକ ବବୁଲୁ ସୁନାଙ୍କୁ ଗିରଫ କରିଛି। ସେ ଗତ ଛଅ ମାସ … Read More
