ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା, ୨୫ରେ ଗଭୀର ଅବପାତ, ୨୬ରେ ବାତ୍ୟା !
ଭୁବନେଶ୍ବର: ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ | ୧୫୦ କିମି ବେଗରେ ବହିପାରେ ପବନ! ଓଡିଶାକୁ ଘାରିଲାଣି ବାତ୍ୟା ଭୟ | ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବାତ୍ୟା ଆଶଙ୍କା ବଢ଼ିଛି। ବିଭିନ୍ନ ଅନ୍ତର୍ଜାତୀୟ … Read More
