କୋଟିଆରେ ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ, ‘ଆନ୍ଧ୍ର ଗୋ ବ୍ୟାକ୍’ ନାରାରେ ପ୍ରକମ୍ପିତ ସାରା ଅଞ୍ଚଳ
କୋରାପୁଟ : କୋଟିଆରେ ଓଡ଼ିଶାର ଅଧିକାରକୁ ନେଇ ପୁଣି ତେଜିଲା ରାଜନୈତିକ ତାତି। କୋଟିଆରେ ପହଞ୍ଚିଲା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ । ଦଳ ପହଞ୍ଚିବା ପରେ ଆନ୍ଧ୍ର ଗୋ-ବ୍ୟାକ୍ ନାରାରେ ପ୍ରକମ୍ପିତ ହୋଇଥିଲା କୋଟିଆ … Read More
