୨୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ୧୭୦ କୋଟିର ଡାଟା ସେଣ୍ଟର କରିବେ ଉଦ୍‌ଘାଟନ

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଟଣୀରେ ୧୭୦ କୋଟି ବ୍ୟୟରେ ନିର୍ମିତ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କରିବେ । ୨୫ ତାରିଖ ଦିନ ଅପରାହ୍ନ ସାଢ଼େ ୪ ଟାରେ … Read More

ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏକ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କିଛି ଦିନ ହେବ ନିଖୋଜ ଥିବା ଏକ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସ୍ଥାନୀୟ ଜଙ୍ଗଲ, ନିର୍ଜନ … Read More

କଟକ ଷ୍ଟେସନରେ ‘ରେଳ ଜନ ସମ୍ବାଦ’: ଯାତ୍ରୀଙ୍କ ସମସ୍ୟା ନେଇ ସିଧାସଳଖ ଆଲୋଚନା

ଭୁବନେଶ୍ୱର: ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ। କଟକ ଷ୍ଟେସନରେ ଯାତ୍ରୀଙ୍କ ସହ ଯୋଡ଼ିହେବାକୁ ଆରମ୍ଭ ହେଲା ‘ରେଳ ଜନ ସମ୍ବାଦ’। ଯାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ ଓ ଜନସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କଟକ ଷ୍ଟେସନରେ ପୂର୍ବ ତଟ ରେଳପଥ … Read More

ପଥରଗାଡ଼ିଆରେ ବୋମାମାଡ଼: ଦୁଇ ଗୋଷ୍ଠୀ ମୁହାଁମୁହିଁ, ଜଣେ ଆହତ

ଭୁବନେଶ୍ବର: ବୋମାମାଡ଼ରେ ଥରିଲା ପଥରଗାଡ଼ିଆ । ଭୁବନେଶ୍ବର ଉପକଣ୍ଠରେ ବୋମାମାଡ । ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । ଦୁର୍ବୃତଙ୍କ ଆକ୍ରମଣରେ ଜଣେ ଆହାତ । ଅଫୁଟା ବୋମା ଛାଡ଼ି ଛୁ ମାରିଲେ ଦୁର୍ବୃତ୍ତ । ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । … Read More

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ! ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ଜଣଙ୍କ ଘର ଭାଙ୍ଗି ଦେଲେ ଉତ୍ତ୍ୟକ୍ତ ଲୋକେ । ବର୍ତ୍ତନା ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ … Read More

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବ ଆଥଲେଟ, କ୍ରୀଡ଼ା ଜଗତରେ ଶୋକର ଛାୟା

କଟକ: କ୍ରୀଡ଼ା ଜଗତରେ ଶୋକର ଛାୟା । ଦୁଇ ଯୁବ ଆଥଲେଟଙ୍କ ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଗତକାଲି ରାତିରେ କଟକ ଭୁବନେଶ୍ୱର ଜାତୀୟ ରାଜପଥ ଫୁଲନଖରା ଛକରେ ଭୟଙ୍କର ଦୁର୍ଘଟଣା । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ … Read More

ଦୁର୍ଗାପୂଜା ଭସାଣ ଦେଖି ଫେରିବା ବେଳେ ଡଙ୍ଗା ବୁଡ଼ି ଜଣେ ମୃତ, ୨ ନିଖୋଜ

ଯାଜପୁର: ଦୁର୍ଗାପୂଜା ଭସାଣ ଦେଖି ଫେରିବା ହେଲା କାଳ । ନଦୀ ପାର ବେଳେ ବୁଡ଼ିଲା ଡ଼ଙ୍ଗା । ଜଣେ ମୃତ, ଅନ୍ୟଜଣେ ଉଦ୍ଧାର । ୨ନିଖୋଜ ।  ଯାଜପୁର ସଦର ଥାନା ଖରସ୍ରୋତା ତନ୍ତିଘାଇ ନଦୀର ଦଉରୀବନ୍ଧା ଘାଟରେ ବୁଡ଼ିଗଲା ଡଙ୍ଗା … Read More

ଅସ୍ତ୍ରୋପଚାର ଦ୍ୱାରା ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋର ଟ୍ୟୁମର

ମାଲକାନଗିରି: ଆଦିବାସୀ ଅଧ୍ୟୁତିସ ଅଞ୍ଚଳରେ ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା। ମାଲକାନଗିରି ମେଡିକାଲରେ ଦେଖିବାକୁ ମିଳିଲା ଚମତ୍କାର। ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ବିରାଟ ଟ୍ୟୁମର। ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୧୭ ବର୍ଷୀୟ ଝିଅ ପେଟରୁ ବାହାର … Read More

ସ୍କ୍ରବ୍ ଟାଇଫସ୍‌ରେ ଚାଲିଗଲା ନାବାଳକର ଜୀବନ

କଟକ: ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍‌ (Scrub Typhus)। ଅନୁଗୋଳ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍‌ (Scrub Typhus) ସଂକ୍ରମଣରେ ଜଣେ ୧୧ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକଜଣକ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି … Read More

ଚିକିତ୍ସା ଅବହେଳାରୁ ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରବର୍ଗ ମେଡ଼ିକାଲ ପରିସରରେ ବିକ୍ଷୋଭ … Read More