ଶ୍ରୀଜୀୟୁଙ୍କ ରାଜାଧିରାଜ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

ପୁରୀ: ପବିତ୍ର ବିଜୟାଦଶମୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଛି ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରାଜକୀୟ ଆଭୂଷଣରେ ସଜ୍ଜିତ ହୋଇ ରାଜା ବେଶରେ ଦର୍ଶନ ଦେଇଛନ୍ତି। ଏହି … Read More