ବଳିଆପଣ୍ଡା ଥାନା ପରିସରରେ କରେଣ୍ଟ ଲାଗି ଦୁଇ ଯୁବକ ମୃତ

ପୁରୀ: ବଳିଆପଣ୍ଡା ଥାନା ଭିତରେ ଅଭାବନୀୟ ଘଟଣା ଘଟିଛି । ଥାନା ଭିତରେ କେବୁଲ କାମ କରୁଥିବା ବେଳେ କରେଣ୍ଟ ଲାଗି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକ ରାମମନ୍ଦିର ଜାଲି ସାହିର ସୁବ୍ରତ ସାହୁ ଓ … Read More

ରାସ୍ତାକଡ଼ରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଳଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରମା ଶଙ୍କର ସ୍ୱାଇଁ। ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ସନ୍ଦେହ କରାଯାଉଥିଲେ … Read More

ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକର ମୃତଦେହ ଉଦ୍ଧାର

କଟକ: କଟକ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀ କୂଳରୁ ରବିବାର ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳକର ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଅନେକ ଚିହ୍ନ ରହିଛି। ଦୁର୍ଗା ପୂଜା ଉତ୍ସବ ଚାଲିଥିବା ସମୟରେ ଏଭଳି … Read More

ଜନନୀ ଯନ୍ତ୍ରଣା: ୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତକ

ଢେଙ୍କାନାଳ: ପୁଣି ସାମ୍ନାକୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ରାସ୍ତା ନଥିବାରୁ ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଜଣେ ପ୍ରସୂତି ମହିଳା ଓ ତାଙ୍କ ସଦ୍ୟଜାତ ଶିଶୁକୁ ତାଙ୍କ ପରିବାର ଲୋକେ ଖଟିଆରେ ବୋହି ଦୀର୍ଘ ୪ କିଲୋମିଟର ନେଇଛନ୍ତି … Read More

୬୬ ଲକ୍ଷ ଟଙ୍କାର ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀଙ୍କ ସମେତ ଦୁଇ ସହଯୋଗୀ ଗିରଫ

କଟକ : ଢେଙ୍କାନାଳ ଡିଏଫ୍ ଓ କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଆର୍ଥିକ ଅନିୟମିତତାର ପର୍ଦ୍ଦାଫାସ । ପ୍ରାୟ ୬୬ ଲକ୍ଷ ଟଙ୍କାର ହେରଫେର ଅଭିଯୋଗରେ ବରିଷ୍ଠ କିରାଣୀ ଏବଂ ତାଙ୍କର ଦୁଇ ସହଯୋଗୀ ଗିରଫ । ଡିଏଫ୍ ଓ … Read More

କଟକଣା ସତ୍ତ୍ୱେ ଟ୍ରାଫିକ୍ ଜାମ୍ ରେ ବେହାଲ ଭୁବନେଶ୍ୱର, ରାସ୍ତାରେ ଘଣ୍ଟା ଘଣ୍ଟା ଫସୁଛନ୍ତି ଲୋକେ

ଭୁବନେଶ୍ୱର : ଦୁର୍ଗାପୂଜା ଭିଡ଼ରେ ଅଣନିଃଶ୍ୱାସୀ ରାଜଧାନୀ। ରାସ୍ତାରେ ଘଣ୍ଟା ଘଣ୍ଟା ଫସୁଛନ୍ତି ଲୋକେ। ପୂଜାମଣ୍ଡପରୁ ପ୍ରମୁଖ ଛକ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼, ଗାଡ଼ିର ଲମ୍ବା ଧାଡ଼ିରେ ଜାମ୍ ଭୁବନେଶ୍ୱର।  ଟ୍ରାଫିକ୍ କଟକଣା ସତ୍ତ୍ୱେ ଯାତାୟାତରେ ନାକେଦମ୍ ସାଧାରଣ ଲୋକ। ଚାରିଆଡ଼େ ଆଲୋକମାଳା, … Read More

ପୂଜା କମିଟିଗୁଡିକୁ କମିଶନରେଟ୍ ପୋଲିସର ଚେତାବନୀ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଟ୍ବିନ ସିଟିରେ ପୂଜା କମିଟିଗୁଡିକୁ କମିଶନରେଟ୍ ପୋଲିସର ଶକ୍ତ ଚେତାବନୀ। ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ। ପୋଲିସର କାମ ସୁରକ୍ଷା ପ୍ରଦାନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ। କିନ୍ତୁ ପୂଜା ଆୟୋଜନରେ ପୂଜା କମିଟିଗୁଡିକ ସମ୍ପୂର୍ଣ୍ଣ ଉତ୍ତରଦାୟୀ। … Read More

ନୂଆ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟପାଳଙ୍କୁ ମୋହନ ମାଝୀଙ୍କ ଶୁଭେଚ୍ଛା । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକ ଭବନର ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ନୂଆ ରାଜ୍ୟପାଳଙ୍କୁ ଅଭିନନ୍ଦନ … Read More

ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ

ଯାଜପୁର: ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡି ଛାତ୍ର ନିଖୋଜ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁରେ ଅଘଟଣ । ନିଖୋଜ ଛାତ୍ର ଗୁରୁ ଚରଣ ବେହେରାଙ୍କ ପୁଅ ହରିହର ବେହେରା । ସେ ଯୁକ୍ତ ୨ ପ୍ରଥମ ବର୍ଷର … Read More

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ ରାମ

ଭୁବନେଶ୍ୱର: ଶପଥ ନେଲେ ନୂଆ ରାଜ୍ୟପାଳ । ଭୁବନେଶ୍ୱର ଲୋକଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ବ୍ରଜମୋହନ ରାମଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ବିଜେପି … Read More