ଦେଶ ଛାଡିବେ ଆମିର ଖାନଙ୍କ ଭଣଜା ଇମ୍ରାନ ଖାନ, ମୁମ୍ବାଇ ପୋଲିସ ଦେଲା ନୋଟିସ

ମୁମ୍ବାଇ : ବଲିଉଡର ଷ୍ଟାର ଅଭିନେତା ତଥା ଆମିର ଖାନଙ୍କ ଭଣଜା ଇମ୍ରାନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି । ମୁମ୍ବାଇର କ୍ରାନ୍ତି ମଇଦାନରେ ସିଇସିଙ୍କ ଇସ୍ତଫାକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନରେ ଭାଗ ନେଇଥିବା ଯୋଗୁଁ ଇମ୍ରାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ … Read More

କୁସୁମୀ ନଦୀରେ ବୁଡ଼ି ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

ନୟାଗଡ : ବାରହା ଜଗିବା ହେଲା କାଳ । ପାଣିରେ ବୁଡ଼ି ଚାଲିଗଲା ଦୁଇ ଜଣଙ୍କ ଜୀବନ । ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ରାବେରା ଗ୍ରାମ ନିକଟ କୁସୁମୀ ନଦୀ ପାଣିରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ … Read More

ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨ ଲକ୍ଷ ୯୧ ହଜାର ୬୬୬ ଘର, ୨୦୨୯ ପର୍ଯ୍ୟନ୍ତ ବଢ଼ିଲା ଅବଧି

ଭୁବନେଶ୍ୱର : ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ଆଉ ୨ ଲକ୍ଷ ୯୧ ହଜାର ୬୬୬ଟି ନୂଆ ଘର ।  ଏହା ସହ ଯୋଜନାର ଅବଧି ଆଉ ଦୁଇ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।  ପୂର୍ବରୁ … Read More

ଦୁଇ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଦୋଷୀକୁ ୨୦ ବର୍ଷ ଜେଲ

କଟକ : ଦୁଇଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ବିଶୁ ଓରଫ ବିଶ୍ୱନାଥ ସାହୁ (୫୫)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଟକ ଆଡ୍‌ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକସୋ ଅଦାଲତ।  ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ … Read More

ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି, ୨୬ରୁ ଘରକୁ ଘର ଭୋଟର ତାଲିକା ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ଆସନ୍ତା … Read More

ଗ୍ୟାସ୍ ଲିକ ହୋଇ ଅଗ୍ନିକାଣ୍ଡ ଘଟଣା: ଝିଅ ପରେ ଆଖି ବୁଜିଲେ ମାଆ

ଯାଜପୁର: ଝିଅ ପରେ ଆଖି ବୁଜିଲେ ମାଆ । ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ । ଗତ ୧୧ତାରିଖ ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗ୍ରାମରେ ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମର ଅଭିରାମ ମଲିକଙ୍କ ଘରେ … Read More

କାର୍ଯ୍ୟକ୍ଷମ ହେଲା ଅଗ୍ନିଶମ ବିଭାଗର ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଓ ହ୍ଵାଟ୍ସଆପ୍ ସେବା

ଭୁବନେଶ୍ବର: ବ୍ୟବସାୟିକ ସହଜତା ବଜାୟ ରଖିବା ପାଇଁ ଭୁବନେଶ୍ୱରସ୍ଥିତ କମାଣ୍ଡ ସେଣ୍ଟରରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ଯେକୌଣସି ନାଗରିକ, ବ୍ୟବସାୟୀ କିମ୍ବା ଅନୁଷ୍ଠାନ ଫାୟାର୍ ସେଫ୍ଟି ସାର୍ଟିଫିକେଟ୍, ସୁପାରିଶ କିମ୍ବା ଏନ୍.ଓ.ସି. ଆବେଦନ ସମ୍ବନ୍ଧୀୟ କୌଣସି … Read More

ଚାଉଳ ଗୋଦାମରେ ଚଢ଼ାଉ, ୪୦୦ରୁ ଅଧିକ ପ୍ୟାକେଟ୍ ନକଲି ଚାଉଳ ଜବତ

ରାଉରକେଲା: ନକଲି ଘିଅ ଏବଂ ପନିର୍ ପରେ ଏବେ ନକଲି ଚାଉଳ । ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରୁ ପ୍ୟାକେଟ୍ ପ୍ୟାକେଟ୍ ଡୁପ୍ଲିକେଟ୍ ଚାଉଳ ଜବତ । ପ୍ରାୟ ୪୦୦ରୁ ଅଧିକ ନକଲି ଚାଉଳ ଭର୍ତ୍ତି ପାକେଟ ଓ ଖାଲି ପାକେଟ ଜବତ … Read More

ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ: ପୁଣି ପୁରୀରେ ହତ୍ୟାକାଣ୍ଡ । ସମଙ୍ଗ ଜଳଭଣ୍ଡାର ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ । ପୋଖରୀ ରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ କର୍ମଚାରୀ । ମୃତ ବ୍ୟକ୍ତି ବାସେଳୀ ସାହି … Read More

ଆସନ୍ତା ୧୯ ଓ ୨୦ରେ ବନ୍ଦ ରହିବ ଏମ୍‌ସ ଓପିଡି

ଭୁବନେଶ୍ୱର : ‘ଆସନ୍ତା ୧୯ ଓ ୨୦ରେ ବନ୍ଦ ରହିବ ଏମ୍‌ସ ଓପିଡି | ମହାନବମୀ’ ଓ ‘ଦଶହରା’ ଅବସରରେ ଆସନ୍ତା ୧୯ ଏବଂ ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଡାକ୍ତରଖାନାରେ ବହିର୍ବିଭାଗ (ଓପିଡି) ସେବା … Read More