ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା, ସ୍କୁଲ ଯିବା ବେଳେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା

ଭୁବନେଶ୍ୱର : ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ​ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା … Read More

ଷ୍ଟେସନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, କର୍ମଚାରୀ ଗିରଫ

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ରାଉରକେଲା ରେଳ ଷ୍ଟେସନ ପରିସରରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । କନଫର୍ମ ଟିକେଟ୍ ବାହାନାରେ ଯୁବତୀଙ୍କୁ ଭାଲ୍ ଭ ରୁମ୍ ରେ ଦୁଷ୍କର୍ମ । ରେଳ କର୍ମଚାରୀ ଗିରଫ … Read More

ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଶାସନିକ ସେବାର ୧୪ ଅଧିକାରୀଙ୍କୁ IAS ପଦୋନ୍ନତି

ଭୁବନେଶ୍ୱର : ୧୪ OAS ଅଧିକାରୀଙ୍କୁ IAS ପଦୋନ୍ନତି । ଓଡ଼ିଶା ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କୁ IASକୁ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ-DoPT ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫ ସିଲେକ୍ଟ … Read More

ଏକା ଦିନେ ଓପିଏସ୍‌ସିର ଦୁଇଟି ପରୀକ୍ଷା ; ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ

ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ମୁଖ୍ୟ ପରୀକ୍ଷା ଏବଂ ଓଡ଼ିଶା ଏଗ୍ରିକଲଚର ଇଞ୍ଜିନିୟରିଂ ସର୍ଭିସ୍‌ (ଓଏଇଏସ୍‌)ର ସହକାରୀ ଏଗ୍ରିକଲଚର୍‌ ଇଞ୍ଜିନିୟରିଂ ପଦ ପାଇଁ ପ୍ରିଲିମନାରୀ ପରୀକ୍ଷା ଗୋଟିଏ ଦିନରେ ରହିଛି। … Read More

ଗଛରେ ପିଟି ହେଲା ବସ୍: ଡ୍ରାଇଭର ମୃତ, ୨୫ ଗୁରୁତର

ନୟାଗଡ : ଗଛରେ ପିଟି ହେଲା ବସ୍ । ବାଉଅଁଶିଆପଡା ନିକଟରେ ଗଛରେ ପିଟିଲା ଏକ ଘରୋଇ ବସ୍ । ବସ୍ ଭୂବନେଶ୍ବରରୁ ନୟାଗଡ ଆସୁଥିଲା । ଜଣେ ମୃତ  ୨୫ରୁ ଅଧିକ ଗୁରୁତର  । ସମସ୍ତ ଗୁରୁତର ନୟାଗଡ ମେଡିକାଲରେ ଭର୍ତ୍ତି  … Read More

ଏଫସିଆଇ ଉଠାଉନି ଚାଉଳ, ଭରା ସଭାରେ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ

ଭୁବନେଶ୍ୱର : ଏଫସିଆଇ ଚାଉଳ ଉଠାଉନଥିବାରୁ ରାଜ୍ୟ ଯୋଗାଣ ନିଗମର ୪୭ ତମ ବାର୍ଷିକ ଉତ୍ସବରେ ଭାରତୀୟ ଖାଦ୍ୟ ନିଗମ ମହାପ୍ରବନ୍ଧକଙ୍କ ଆଗରେ କ୍ଷୋଭ ବ୍ୟକ୍ତ କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଥିଲେ ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବାକୁ ଏଫସିଆଇ ଟାର୍ଗେଟ … Read More

ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରହିଛି ଶେକ୍ ଆଣ୍ଡ୍ ଆଲର୍ଟ ସୁବିଧା

ଭୁବନେଶ୍ୱର : ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ … Read More

ପେପରଲେସ୍ ହେବ ଜମି ପଞ୍ଜୀକରଣ, ଚାରି ପୃଷ୍ଠାରେ ସୀମିତ ରହିବ ଦଲିଲ

ଭୁବନେଶ୍ୱର : ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ । ପେପରଲେସ୍ ହେବ ସେଲ୍ ଡିଡ୍ ରେଜିଷ୍ଟ୍ରେସନ୍ । ପୁରୁଣା ନିୟମରେ ହେବ ସଂଶୋଧନ; କ୍ୟାବିନେଟ୍ ଅନୁମୋଦନ ପରେ ବିଧାନସଭାକୁ ଆସିବ ବିଲ୍ । ଜମି କିଣାବିକା ଓ ଦଲିଲ ପଞ୍ଜୀକରଣ … Read More

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା; ‘ଜାଣିଶୁଣି ଚାପି ଦିଆଯାଇଥିଲା’ କମିସନ୍ ରିପୋର୍ଟ : ଆଇନମନ୍ତ୍ରୀ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି। ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ଉପୁଜିଥିବା କହିଛନ୍ତି ଆଇନମନ୍ତ୍ରୀ। ପୂର୍ବ ବିଜେଡି ସରକାର ଉପରେ ଗୁରୁତର ଅଭିଯୋଗ ଆଣି ଆଇନମନ୍ତ୍ରୀ କହିଛନ୍ତି, ଜାଣିଶୁଣି କମିସନ୍ … Read More

୪୧ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍-କିଷାନ ସହାୟତା

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପଞ୍ଚମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯାହା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର କୃଷି … Read More