ୟୁକ୍ରେନ ଉପରକୁ ପୁଣି ଡ୍ରୋନ୍ ଆଟାକ୍ କଲା ରୁଷ, ୯ ମୃତ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ତିକ୍ତତା କମିବାର ନାଁ ନେଉନାହିଁ । ରୁଷ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରିଛି । ଏହି ଆକ୍ରମଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ … Read More

ଗ୍ବାଲିଅରରେ ସ୍କୁଲ ବସ୍ ଉପରକୁ ଆଖିବୁଜା ଗୁଳିମାଡ଼

ଗ୍ବାଲିଅର : ମଧ୍ୟପ୍ରଦେଶ ଗ୍ବାଲିଅରରେ ପିଲାଙ୍କ ବସ୍ ଉପରକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଘଟଣା ସମୟରେ ସ୍କୁଲ ବସରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ । ସବୁଠାରୁ ଆଶ୍ବସ୍ତିକର କଥା ଯେ, କୌଣସି ପିଲାଙ୍କୁ ଆଘାତ ଲାଗିନାହିଁ । ଗୁଳିମାଡ଼ ଯୋଗୁଁ … Read More

ମହିଳାଙ୍କୁ ପଥରରେ ଛେଚି ହତ୍ୟା

କଟକ :  କଟକ ସି ଡି ଏ  ଫେଜ ୨ ଥାନା ଅନ୍ତର୍ଗତ ସେକ୍ଟର ୧୩ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କଲା ଦୁର୍ବୃତ୍ତ ।  ମୃତ ମହିଳାଙ୍କ  ନାମ ଫୁଲ କୁମର … Read More

ଗଣେଶ ପୂଜାରେ ଡିଜେ ବନ୍ଦ, ଭସାଣୀ ବେଳେ ଫୁଟିବନି ବାଣ, ରାତି ୧୦ଟା ସୁଦ୍ଧା ସରିବ ମେଲୋଡି

ଭୁବନେଶ୍ୱର : ଗଣେଶ ପୂଜାରେ ବାଜିବନି ଡିଜେ। ଭସାଣୀ ବେଳେ ଫୁଟିବନି ବାଣ । ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ। ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। ଭୁବନେଶ୍ୱରରେ ମୁତୟନ ରହିବେ … Read More

ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କଠାରେ ହେଲା ସିନ୍ଦୂର ଲାଗି ନୀତି

ସମ୍ବଲପୁର: ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀଙ୍କ ଠାରେ ଆଜି ନୂତନ ସିନ୍ଦୁର ଲାଗି ହୋଇଛି । ପ୍ରଥମେ ଶ୍ରୀ ଗଣେଶଙ୍କୁ ଆବାହନ କରି ପୂଜାର୍ଚନା କରିବା ପରେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ୧୧୫ ଦେବାଦେବୀଙ୍କୁ ନୂତନ ସିନ୍ଦୂର ଲାଗି କରାଯାଇଥିଲା । … Read More

ଲେଡିଜ ହଷ୍ଟେଲରେ ଅନ୍ତେବାସୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ବର: ଭୁବନେଶ୍ବର: ଲେଡିଜ ହଷ୍ଟେଲରେ ହଙ୍ଗାମା । ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ହଙ୍ଗାମା ଦେଖାଦେଇଛି । ହଷ୍ଟେଲ ମାଲିକାଣୀ ଛାତ୍ରୀମାନଙ୍କୁ ଆକ୍ରମଣ କରିଥିବା … Read More

ପାଟ୍ରୋଲିଂ ବେଳେ କନେଷ୍ଟବଳଙ୍କୁ କାର୍ ଚଢ଼ାଇ ମାରି ଦେବାକୁ ନିଶା ମାଫିଆଙ୍କ ଉଦ୍ୟମ

ଜଗତସିଂହପୁର: ପୋଲିସକୁ ନିଶା ମାଫିଆଙ୍କ ଆକ୍ରମଣ । କାର୍ ଚଢ଼ାଇ ମାରିଦେବାକୁ ଉଦ୍ୟମ । ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଆକ୍ରମଣ କଲେ ଡ୍ରଗ୍ସ ମାଫିଆ । ଜଗତସିଂହପୁର ଜିଲ୍ଲା ସଦର ଥାନା କଲେଜ ଛକ ଠାରେ ଆକ୍ରମଣ ହୋଇଛି । କାର … Read More

ସମ୍ବଲପୁରରେ କୁଖ୍ୟାତ ଅପରାଧୀ ମହମ୍ମଦଇରଫାନକୁ ଏନକାଉଣ୍ଟର

ଭୁବନେଶ୍ବର: ସମ୍ବଲପୁରରେ ପୁଣି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ମହମ୍ମଦ ଇରଫାନକୁ ଗୁଳି । ଭୋର ପ୍ରାୟ ୫ଟା ୪୫ରେ ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ତା ବାମ ଗୋଡ଼ରେ ଗୁଳି ବାଜିଛି । ଇରାପାନ ଓ ତା ସହଯୋଗୀ … Read More

ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

ମୟୂରଭଞ୍ଜ: ଖଣ୍ଡେ ପାନ ପାଇଁ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ଟିଆଁସି ଗାଁରେ ଅଘଟଣ । ଅନନ୍ତ ନାଏକଙ୍କୁ ସେହି ଗାଁର ଧୀରେନ ନାଏକ ପ୍ରତିଦିନ ପାନ ମାଗି ଖାଉଥିବା … Read More

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅବସ୍ଥା ଗୁରୁତର

ସୋରଡା: ପାର୍ବଣ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଫୁଟିଲା ଗୁଳି, ଜଣେ ଆହତ । କିଛି ମାସର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲ୍ଲା । ବଡ଼ ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗାଁରେ ଗୁଳିକାଣ୍ଡ । ଗାଁର ୩୦ ବର୍ଷୀୟ … Read More