ଖୁବଶୀଘ୍ର ହେବ ଶିକ୍ଷକଙ୍କ ସମସ୍ୟାର ସମାଧାନ, ସରକାର ନେଇଛନ୍ତି ଆବଶ୍ୟକ ପଦକ୍ଷେପ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ଖୁବ୍‌ କମ୍‌ ସମୟ ମଧ୍ୟରେ କରାଯିବ। ଏନେଇ ସରକାର ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ସାରିଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଶନିବାର ଶିକ୍ଷକମାନଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ମନ୍ତ୍ରୀ ଏହି ଘୋଷଣା … Read More

ଫ୍ଲାଟ୍ ଦେବା ନାଁରେ ୧୫ କୋଟିରୁ ଅଧିକ ଟଙ୍କାର ଠକେଇ ! ବନ୍ଧା ହେଲେ ରିୟଲ ଇଷ୍ଟେଟ୍ କମ୍ପାନୀର ପୂର୍ବତନ ଡାଇରେକ୍ଟର

ଭୁବନେଶ୍ୱର : ଫ୍ଲାଟ୍ ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କାର ଠକେଇ!। ଭୁବନେଶ୍ୱରରେ EOWର ବଡ଼ ଆକ୍ସନ୍। ଜାଲରେ ରିୟଲ ଇଷ୍ଟେଟ୍ କମ୍ପାନୀର ପୂର୍ବତନ ଡାଇରେକ୍ଟର । ଫ୍ଲାଟ୍ ଦେବାର ସ୍ୱପ୍ନ ଦେଖାଇ ଚାଲିଥିଲା କୋଟି କୋଟି ଟଙ୍କାର କାରବାର! । ନିବେଶକଙ୍କଠାରୁ … Read More

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ସକାଳ ୯.୪୦ରୁ ୯. ୫୪ ମଧ୍ୟରେ ମା’ ସମଲେଶ୍ବରୀଙ୍କୁ ହେବ ନବାନ୍ନ ଲାଗି

ସମ୍ବଲପୁର :  ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର ହୋଇଛି । ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ବ୍ରହ୍ମପୁରା ଟ୍ରଷ୍ଟ … Read More

ସର୍ପାଘାତରେ ଦମ୍ପତି ମୃତ

ଭଦ୍ରକ: ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । ସ୍ତ୍ରୀ ମୃତ୍ୟୁର ଦିନକ ପରେ ସ୍ବାମୀ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ । ପତ୍ନୀର ଅନ୍ତ୍ୟେଷ୍ଟି କ୍ରିୟା ସାରି ଘରେ ଶୋଇ ଥିବା ବେଳେ ସ୍ୱାମୀଙ୍କୁ କାମୁଡ଼ିଲା ସାପ । ଭଦ୍ରକ ଜିଲ୍ଲା … Read More

ଯୁବକଙ୍କୁ ନିର୍ମମ ହତ୍ୟା ! ଡ୍ରେନରୁ ମୃତଦେହ ଉଦ୍ଧାର

ରାଉରକେଲା: ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା IDC ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ନିକଟରେ ଥିବା ଏକ ଡ୍ରେନରେ ପଡ଼ିଛି ମୃତଦେହ । ଯୁବକଙ୍କ … Read More

୪ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ହଜାର ହଜାର ଶିକ୍ଷକ

ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ … Read More

୧୩ରେ ଲଘୁଚାପ, ୧୦ ତାରିଖ ପରେ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପ୍ରକୋପ !

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। … Read More

କୋଲକାତା ଏୟାରପୋର୍ଟରେ ଆତଙ୍କ, ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ମିଳିଲା ଚିଠି

କୋଲକାତା : କୋଲକାତା ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଗୋରଖପୁର ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଏକ ଇଣ୍ଡିଗୋ ବିମାନର ଶୌଚାଳୟରୁ ବୋମା ଥିବା ନେଇ ଏକ ଚିଠି ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ … Read More

ବ୍ରିକ୍ସ ସମ୍ମିଳନୀ ପାଇଁ ୧୧ରେ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ଛୁଟି

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀ ନିମନ୍ତେ ସେପ୍ଟେମ୍ବର ୧୧ ତାରିଖକୁ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏ ସମ୍ପର୍କରେ ଗୁରୁବାର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ବ୍ରିକ୍ସ … Read More

ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ

ନୂଆଦିଲ୍ଲୀ: ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେ ଅଘଟଣ ।  ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ ।  ନାଇଜେରିଆର ରିଭର୍ସ ଷ୍ଟେସ୍ ସ୍ଥିତ ଓକାରି ଜେଟି ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ।  ରିପୋର୍ଟ ଅନୁଯାୟୀ, କିଛି ଲୋକ … Read More