ହତ୍ୟା ମାମଲାରେ ୧୦ ଜଣଙ୍କୁ ଆଜୀବନ ଜେଲ୍
ଅନୁଗୋଳ:ଏକ ସେନ୍ସେସନାଲ୍ ହତ୍ୟା ମାମଲାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି । ଡେରଜଙ୍ଗ ଡ୍ୟାମର ଜଗୁଆଳି ଜଗନ୍ନାଥ ସେନାପତି ଓରଫ୍ ଜଗନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ … Read More
ଅନୁଗୋଳ:ଏକ ସେନ୍ସେସନାଲ୍ ହତ୍ୟା ମାମଲାରେ ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି । ଡେରଜଙ୍ଗ ଡ୍ୟାମର ଜଗୁଆଳି ଜଗନ୍ନାଥ ସେନାପତି ଓରଫ୍ ଜଗନଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ … Read More
କଟକ : କଟକ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ଥିବାରୁ, ଆସନ୍ତାକାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ, ଡିଗ୍ରୀ କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।ଏକ ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, … Read More
ଭୁବନେଶ୍ୱର: ପ୍ରଥମ ଥର ପାଇଁ ସତ ମାନିଲେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଥମରୁ ଅଷ୍ଟମ ବହିରେ ୧୭୪୧ ଟି ତ୍ରୁଟି ରହିଛି ବୋଲି ବିଧାନ ସଭାରେ ଲିଖିତ ଭାବରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବରୁ ମାଳ ମାଳ ତ୍ରୁଟି … Read More
ଭୁବନେଶ୍ବର: ଲଗାଣ ବର୍ଷା ପରେ ଭୂସ୍ଖଳନ । ଚିତ୍ରକୋଣ୍ଡା-ଦାରାକୋଣ୍ଡା ରାସ୍ତାରେ ଭୂସ୍ଖଳନ ହେବାରୁ ମାଟି ଓ ପଥର ରାସ୍ତା ଉପରେ ଖସିପଡ଼ିଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଏହାଦ୍ବାରା ବିଶାଖାପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି ।ବର୍ଷା ଜାରି ରହିଲେ ସମସ୍ୟା … Read More
ଭୁବନେଶ୍ୱର: ଓଡ଼ିଶାର ହିତାଧିକାରୀମାନଙ୍କୁ ଗତ ପାଞ୍ଚ ମାସ ଧରି ‘ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା’ ଅଧୀନରେ ଭତ୍ତା ମିଳିନାହିଁ। ସେମାନେ ଅକ୍ଟୋବର ମାସ ସୁଦ୍ଧା ବକେୟା ଅର୍ଥ ପାଇବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ … Read More
ଭୁବନେଶ୍ବର: ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ, କଟକ ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ନିଲମ୍ୱିତ କରାଯାଇଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ … Read More
କଟକ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣୀ । ଜଣେ ଜମି ମାଲିକଙ୍କଠାରୁ ଜମି କିଣିବା ପାଇଁ ଅନୁମତି ଦେବା ନିମନ୍ତେ ଫାଇଲ୍ ଆଗକୁ ବଢ଼ାଇବାକୁ ୪୦ ହଜାର ଟଙ୍କା … Read More
ଭୁବନେଶ୍ୱର : ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗଦେଲେ ଡ. ସର୍ବଣା ବିବେକ୍ ଏମ୍ । ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନାଙ୍କ ଅବସର ପରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୨୦୧୫ ବ୍ୟାଚର ଆଇପିଏସ ଡ. ସର୍ବଣା ବିବେକ ଏମ୍ … Read More
ମୟୂରଭଞ୍ଜ: ଘରେ ପଶିଥିବା ବାଘକୁ ଉଦ୍ଧାର କଲା ବନବିଭାଗ । ଉଦ୍ଧାର ବାଘର ବୟସ ୭-୮ ମାସ ହେବ ବୋଲି ସୂଚନା । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଠାକୁରମୁଣ୍ଡା ରେଞ୍ଜର ଖାପରଖାଇ ଗାଁରୁ ଉଦ୍ଧାର ହୋଇଛି ବାଘ ଛୁଆ । ଗତକାଲି … Read More
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନରଙ୍କ ତୁରନ୍ତ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ନିର୍ବାଚନ କମିଶନରମାନଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର ମତଭେଦ … Read More