ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡି ପ୍ରତିନଧି ମଣ୍ଡଳୀ
ହରଭଙ୍ଗା : ବୌଦ୍ଧ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ହରଭଙ୍ଗା ବ୍ଲକର ବନ୍ୟାପ୍ରଭାବିତ କୁଶଙ୍ଗ, ହରଭଙ୍ଗା, ସଂକୁଳେଇ ପଞ୍ଚାୟତର କୁମାରୀ, ଅତଲସରା, କୋଡାଶିଙ୍ଗା, ପାଣିଘରା ଆଦିଗ୍ରାମ ପରିଦର୍ଶନ … Read More
