ବନ୍ୟାଞ୍ଚଳରେ ଗୃହପାଳିତ ପଶୁଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏ ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ … Read More

ଖୋଲିଲା ହୀରାକୁଦର ଆଉ ୩ ଗେଟ, ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ ଗେଟ୍ ଖୋଲା । ପୂର୍ବରୁ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁ ହୀରାକୁଦର ଆଉ ୩ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ନିଷ୍କାସିତ … Read More

ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା, ତଳିଆ ଅଞ୍ଚଳ ଉପରେ ନଜର

ଭୁବନେଶ୍ୱର : ବିପଦ ସଙ୍କେତ ଉପରେ ବୈତରଣୀ-ଜଳକା । ଲଗାଣ ବର୍ଷା ଯୋଗୁ ରାଜ୍ୟର ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ଜଳକାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି । ଆଜି ସକାଳ ୯ଟା ସୁଦ୍ଧା କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟ … Read More

ପ୍ରେମିକାକୁ ହତ୍ୟା ଅଭିଯୋଗ, ବନ୍ଧା ହେଲା ପ୍ରେମିକ

ସମ୍ବଲପୁର : ପ୍ରେମିକାକୁ ହତ୍ୟା ଅଭିଯୋଗ, ପ୍ରେମିକ କୋର୍ଟଚାଲାଣ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବୁନ୍ଦୁକାମାଲର ଅଭିଯୁକ୍ତ ପ୍ରେମିକ ଅନୁଜ ଲୁଗୁନ ଗିରଫ । ଗଡ଼ପୋଷ ଫାଣ୍ଡି ଦେଉରୀପଡ଼ାର ଲିଲିମା ଭେଙ୍ଗରାଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ହତ୍ୟା ମାମଲାର ପର୍ଦ୍ଦାଫାଶ … Read More

ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ । ଅଳାଁ ବେଢାକୁ ଚଢି ପୂଜାର୍ଚ୍ଚନା କଲେ ଯୁବକ । ଯୁବକଙ୍କୁ ଧରିବାକୁ ଯାଇ ନାକେଦମ ହେଲା ପୋଲିସ । ଦୀର୍ଘ ସମୟର ହାଇଡ୍ରାମା ପରେ ଯୁବକଙ୍କୁ ତଳକୁ ଅଣାଯାଇଥିଲା । ଯୁବକଙ୍କ ପରିଚୟ … Read More

ଘରେ ପଶିଲା ବନ୍ୟା ପାଣି, ନିଷ୍କାସନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବାସୁଦେପୁର : ଚାଷ ଗଲା, ବାସ ବି ଗଲା। ୪ ଥର ବନ୍ୟା ପାଣି ଆସି ସବୁ ବୁଡାଇ ଦେଲା। ବାସହରା କଲାଣି ବହୁ ପରିବାରକୁ। ପାଣି ନିଷ୍କାସନ ପଥକୁ ଅବରୋଧ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପାଣି ନିଷ୍କାସନ … Read More

୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଆରଆଇ

ମାଲକାନଗିରି: ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରଜ ବାଲାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା ୮ ହଜାର ଟଙ୍କା … Read More

ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ସତର୍କତା ଅବଲମ୍ବନ କରିବାକୁ ଆଇଏମଡିର ପରାମର୍ଶ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୦ଟି ଜିଲ୍ଲାକୁ ଏକ ସତର୍କ ସୂଚନା ଜାରି କରିଛି।ଘଡ଼ଘଡ଼ି ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କତା ଜାରି କରାଯାଇଛି। ମଙ୍ଗଳବାର ସକାଳେ ଜାରି ହୋଇଥିବା ସତର୍କତା ଅନୁଯାୟୀ, … Read More

ଛିନତାଇ ବେଳେ ବାଇକରୁ ଖସିପଡ଼ିଲା ଲୁଟେରା, କାବୁ କଲେ ଲୋକେ…

ଭୁବନେଶ୍ୱର : ଲୁଟ୍ କରୁଥିଲେ, ଗଳି ପଡ଼ିଲେ । ମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ । ବାଇକରୁ ଖସି ପଡ଼ିଲା ଲୁଟେରା । ଭୁବନେଶ୍ବର ଏମ୍ସ ହସ୍ପିଟାଲ ସମ୍ମୁଖରେ ଘଟଣା ଘଟିଛି । ରୋଗୀଙ୍କୁ ଏମ୍ସ ହସ୍ପିଟାଲ ନେଇ ଆସିଥିବା … Read More

ବିରାଜ ପ୍ରୋଫାଇଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ଅନେକ ଶ୍ରମିକ ଆହତ

ମହାରାଷ୍ଟ୍ର : ପାଲଘରର ବୋଇସର ଏମଆଇଡିସିରେ ଭଙ୍କର ବିସ୍ଫୋରଣ । ବୋଇସର ତାରାପୁର ଏମଆଇଡିସି ସ୍ଥିତ ବିରାଜ ପ୍ରୋଫାଇଲ କମ୍ପାନୀରେ ବିସ୍ଫୋରଣ ହୋଇଛି । ପ୍ରାଥମିକ ସୂଚନା ମୁତାବକ, ଉତ୍ପାଦନ ବନ୍ଦ ରହିଥିବା ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଅନେକ ଆହତ … Read More