ବିଲ ପାଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ବଲାଙ୍ଗିର: ବିଲ ଭିତରେ ଥିବା ପାଣିରେ ପଡିଛି ମୁଣ୍ଡ ବିହୀନ ମୃତ ଦେହ। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁ’ ହାଇସ୍କୁଲ ନିକଟ ପାଣିଟାଙ୍କି ନିକଟରେ ଥିବା ବିଲ ପାଣିରେ ମୁଣ୍ଡବିହିନ ମୃତଦେହଟି ପଡ଼ିଥିବା ଦେଖିବାକୁମିଳିଥିଲା  ମୃତଦେହକୁ ଦେଓଗାଁ ପୁଲିସ … Read More

ଧୀରେ ଧୀରେ ସୁଧୁରୁଛି ବନ୍ୟା ସ୍ଥିତି, ଖସୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ସୁଧାରୁଛି ବନ୍ୟାସ୍ଥିତି। ବିଭିନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି। ବିଶେଷକରି ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ଧୀରେ ଧୀରେ ଖସୁଥିବା ସୂଚନା ଦେଇଛନ୍ତି ଏସ୍‌ଆର୍‌ସି। ତେବେ ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକ … Read More

କଟିଲେ ୨୪.୩୩ ଲକ୍ଷ ଭୋଟର ! ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ବୁଧବାର ସମାପ୍ତ ହୋଇଛି। ସେପ୍ଟେମ୍ବର ୧୭ ସୁଦ୍ଧା ନୋଟିସ୍‌ ପର୍ଯ୍ୟାୟ ସହ … Read More

ଗ୍ରାମବାସୀ ପାଇବେ ସହରୀ ସୁବିଧା: ପଞ୍ଚାୟତରେ ହେବ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା। ପଞ୍ଚାୟତରାଜ ବିଭାଗରେ ହୋଇଛି SOP। ଏନେଇ ସୂଚନା ଦେଲେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ। ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ରହିବ। ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ … Read More

କଟକରେ CMCର ଚଢ଼ାଉ, ୭୦ କ୍ବିଣ୍ଟାଲ ନକଲି ପନିର ଜବତ

କଟକ: କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC) ର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଦିନ କଟକ ଲିଙ୍କ୍ ରୋଡ୍‌ରେ ପ୍ରାୟ ୧୭.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୭୦୦୦ କିଲୋଗ୍ରାମ୍ ଭେଜାଲ୍ ପନିର ଜବତ କରିଛନ୍ତି। ଶ୍ରାବଣ ମାସରେ ପନିର ଏବଂ ଅନ୍ୟାନ୍ୟ … Read More

ସିଏନ୍‌ଜି ଷ୍ଟେସନ୍‌ରେ ଗ୍ୟାସ୍‌ ଟାଙ୍କିି ଫାଟି ୩ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଟିକରି କଲନରେ ଆଜି ଏକ ସିଏନଜି ଷ୍ଟେସନ୍‌ରେ ରହସ୍ୟଜନକ ଭାବେ ଏକ ଟ୍ରକ୍‌ର ଗ୍ୟାସ୍‌ ଟାଙ୍କି ଫାଟିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ୩ ମୃତକ ହେଉଛନ୍ତି ସିଏନ୍‌ଜି ‌ଷ୍ଟେସନ୍‌ର କର୍ମଚାରୀ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗ୍ୟାସ୍‌ … Read More

ଝାଡ଼ଖଣ୍ଡରେ ୨୨ ନିଯୁକ୍ତି ପରୀକ୍ଷା ବାତିଲ, ଜାରି ରହିଛି ଛାତ୍ର ଆନ୍ଦୋଳନ

ରାଞ୍ଚି: ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ର ଆନ୍ଦୋଳନ ଜାରି ରହିଥିବାବେଳେ ଝାଡଖଣ୍ଡ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଚାଲିଥିବା ଅପରାଧ ତଦନ୍ତ ବିଭାଗ (ସିଆଇଡି) ତଦନ୍ତର ତଥ୍ୟ ଆଧାରରେ ଜେପିଏସ୍‌ସି ଓ ଜେଏସ୍‌ଏସ୍‌ସି ଦ୍ୱାରା କରାଯାଇଥିବା ମୋଟ ୨୨ଟି ନିଯୁକ୍ତି ପରୀକ୍ଷା … Read More

ସିରିଆ ଏୟାରବେସରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ଉତ୍ତେଜନା । ସିରିଆ ଏୟାରବେସରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ । ସିରିଆର ଉତ୍ତର-ପଶ୍ଚିମ ଇଦଲିବ୍ ପ୍ରଦେଶର ଆବୁ ଅଲ୍-ଦୁହୁର୍ (Abu al-Duhur) ସାମରିକ ଏୟାରବେସ୍ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଥିବା ସିରିଆ ସରକାରୀ ଗଣମାଧ୍ୟମ କହିଛି । ଆମେରିକା … Read More

କୋଲକାତାରେ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୯ ବାଂଲାଦେଶୀ ମୃତ

କୋଲକାତା: କୋଲକାତାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟରେ ଅବସ୍ଥିତ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୯ ଜଣ ବାଂଲାଦେଶୀଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିବା ଜଣାପଡିଛି । … Read More

ବିଧାୟକଙ୍କୁ ବିଜୟଙ୍କ ବଡ଼ ଉପହାର; କାର ସହ ମାସିକ ମିଳିବ ୭୫ ହଜାର ଟଙ୍କା

ଚେନ୍ନାଇ: ତାମିଲନାଡୁ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର। ବୁଧବାର ବିଧାନସଭାରେ ବିଧାୟକମାନଙ୍କ ପାଇଁ ସେ ଏକାଧିକ ସୁବିଧା ଘୋଷଣା କରିଛନ୍ତି। ସମସ୍ତ ବିଧାୟକଙ୍କୁ ନୂତନ ସରକାରୀ କାର ସହ ଜଣେ ଲେଖାଏଁ ଡ୍ରାଇଭର ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ … Read More