ଆମେ ୨୪ ଘଣ୍ଟାରେ ସଂକଳ୍ପ ପତ୍ର ଅନୁସାରେ କାମ କରିଛୁ, ବିଜେଡି କ’ଣ କରିଛି ଗୋଟି ଗୋଟି କରି କହିବାକୁ ପଡିବ
ଭୁବନେଶ୍ବର ୧୦।୬: ଯେଉଁମାନେ ବିଫଳତା ଦିବସ କଥା କହୁଛନ୍ତି ସେମାନଙ୍କୁ ପଚାରିବେ ଆମର କ’ଣ କ’ଣ ବିଫଳତା ଆଉ ସେମାନେ ୧୫ ବର୍ଷ ଭିତରେ କ’ଣ କ’ଣ ସଫଳତା କରିଛନ୍ତି । ରାଜ୍ୟ ସରକାରଙ୍କୁ ବିଜେଡି ଘେରିବା ପରେ ଏଭଳି କହିଛନ୍ତି … Read More
