ପ୍ରତିକୁଳ ପାଗ ଯୋଗୁ ପୁରୀରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ଭୟଙ୍କର କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର ସୋମବାର ଅପରାହ୍ନରେ ଭୁବନେଶ୍ୱରରେ ଅବତରଣ କରି ନପାରି ଶେଷ ମୁହୂର୍ତ୍ତରେ ପୁରୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ସେଠାରେ ଏହାର … Read More

ପ୍ରକାଶ ପାଇଲା ଓଜେଇଇ ୨୦୨୬ ପରୀକ୍ଷା ଫଳ, ଚଳିତ ମାସ ତୃତୀୟ ସପ୍ତାହରୁ କାଉନସେଲିଂ

ଭୁବନେଶ୍ବର : ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ … Read More

ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ । ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ । ପୀଡ଼ିତା ଜଣକ ହଷ୍ଟେଲରେ ରହୁଥିଲେ । ଗତକାଲି … Read More

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ପଦ୍ମପୁର: ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସ ଠାରେ ରାଜରାସ୍ତା ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ଶିକ୍ଷକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ । ଲହୁଲୁହାଣ ଆକ୍ରମଣ କରି ମୋଟରସାଇକେଲ ରେ ଫେରାର୍ ମାରିଲେ ଦୁର୍ବୃତ୍ତ ।  ପଦ୍ମପୁର ମେଲଛାମୁଣ୍ଡା ଥାନା … Read More

ବିସ୍କୁଟରେ ବିଷ ଦେଇ ବୋହୂକୁ ହତ୍ୟା ଉଦ୍ୟମ ଅଭିଯୋଗ

ସୋର: ବିସ୍କୁଟରେ ବିଷଦେଇ ବୋହୂକୁ ହତ୍ୟା ଉଦ୍ୟମ । ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ବିସ୍କୁଟରେ ବିଷଦେଇ ବୋହୂକୁ ହତ୍ୟା କରିବାକୁ ଚାହୁଁଥିଲେ ଶାଶୂ ଘର ଲୋକ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି । … Read More

ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ-ଝିଅଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର: ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ। ମାଆ ଝିଅଙ୍କୁ କରାଯାଇଛି ବୀଭତ୍ସ ହତ୍ୟା । ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗରମ ଯୋଗୁଁ … Read More

କାଳବୈଶାଖୀ ତାଣ୍ଡବ, ବଜ୍ରାଘାତରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: କାଳ ସାଜୁଛି କାଳବୈଶାଖୀ । ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମୟରେ ଅଘଟଣ । ଯାଜପୁର, ଭଦ୍ରକ ଓ ବାରିପଦାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତ ଗୁଣ୍ଡିଲୋ ଗାଁର … Read More

ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ

କଟକ: ଓପିଏସସି ପରୀକ୍ଷାରେ କପି କରି ଫସିଗଲେ ପରୀକ୍ଷାର୍ଥୀ। ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ। ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିବା ବେଳେ ଗିରଫ କରିଛି ପୋଲିସ। କପି କରୁଥିବା ପରୀକ୍ଷାର୍ଥୀଙ୍କୁ ସ୍କ୍ୱାଡ ଟିମ ଧରିଥିବା ବେଳେ ଗିରଫ … Read More

ବିଜେଡିରେ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଭି କେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଖୁବଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। … Read More

ITDA ଯନ୍ତ୍ରୀଙ୍କ ଘରୁ ୧ କିଲୋରୁ ଊର୍ଦ୍ଧ୍ବ ସୁନା ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ସୋମବାର ଦିନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ବ୍ୟାଙ୍କ ଲକରରୁ ଆହୁରି ୭୦୩ ଗ୍ରାମ ସୁନା ଏବଂ ୩୭୫ ଗ୍ରାମ ରୂପା ଠାବ କରିଛି। ରବିବାର ଦିନ ଆୟଠାରୁ ପ୍ରାୟ ୭୯୮% ଅଧିକ … Read More