ଭତ୍ତା ପାଇଁ ବ୍ଲକ ଅଫିସ ସମ୍ମୁଖରେ ଧାରଣା
ଭୁବନେଶ୍ବର: ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା । ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ । ୨ରୁ ୪ ମାସ ହେଲା ଭତ୍ତା ମିଳିନଥିବାରୁ ନାନା ହଇରାଣ ହେଉଛନ୍ତି । ବାଲେଶ୍ବର ଜିଲ୍ଲା … Read More
