କରାଳ ରୂପ ଦେଖାଇବ କାଳବୈଶାଖୀ ! କନ୍ଧମାଳ ଓ ଗଜପତିକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର ୩୧।୫: ଆସୁଛି କାଳବୈଶାଖୀ । ପବନର ବେଗ ତୀବ୍ର ରହିବ, ଆଉ କୁଆ ପଥର ବର୍ଷା ହେବ । ଘଣ୍ଟା ପ୍ରତି ପବନର ବେଗ ୬୦-୭୦ କିଲୋମିଟର ଯାଏଁ ବହିବ । ଏଥିସହ କୁଆ ପଥର ବର୍ଷା ହେବ ବୋଲି … Read More

ପେଟକୁ ଥଣ୍ଡା ରଖୁଥିବା ବେଲପଣା ପିଇବାକୁ ମୋଦୀଙ୍କ ପରାମର୍ଶ

ଭୁବନେଶ୍ବର ୩୧।୫: ୧୩୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା କଥା । ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ଏଥିସହ … Read More

ଆକ୍ସନ ମୋଡରେ ପୁରୀ ପୁଲିସ,ଅପରାଧୀଙ୍କୁ ଏନକାଉଣ୍ଟର

ପୁରୀ:ଆକ୍ସନ ମୋଡରେ ପୁରୀ ପୁଲିସ। ରାଜ୍ୟରେ ଦିନକୁ ଦିନ ଅପରାଧୀମାନେ ଅପରାଧ ଘଟାଉଛନ୍ତି। ନା ସେମାନଙ୍କ ଭିତରେ ପୁଲିସ ଭୟ ଅଛି। ଅପରାଧ ଘଟାଉଥିବ ଅପରାଧୀମାନଙ୍କ ପାଇଁ ଚିନ୍ତାରେ ପୁଲିସ।। ଘାଇଲା ହେଲା କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଓରଫ ଚନ୍ଦନ। … Read More

ସ୍ବାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତା

ସୋନପୁର :ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ ମହିଳା ମହାନଦୀ ଗର୍ଭକୁ ଡେଇଁ ଜୀବ ହାରିବା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି l ଆଜି ସକାଳେ ଜଣେ ଦମ୍ପତ୍ତି ଏକ … Read More

ଦୁଇ ଘଣ୍ଟା ଧରି ସର୍ପ ବନ୍ଧନରେ ବୃଦ୍ଧ

ହରଭଙ୍ଗା :ବିଭିନ୍ନ ଚଳଚିତ୍ର, ରାମାୟଣ ଭଳି ପୌରାଣିକରେ ସମସ୍ତେ ସର୍ପ ବନ୍ଧନ କଥା ଶୁଣିଥିବେ ଦେଖିଥିବେ ମଧ୍ୟ ।କିନ୍ତୁ ବାସ୍ତବରେ ଜଣେ ବୃଦ୍ଧଙ୍କୁ ସାପ ବନ୍ଧନ କରି ରଖିଥିବା କଥା କାନକୁ ଅଡୁଆ ଲାଗିଲେ ବି ସତ,ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ … Read More

ବାର୍ଦ୍ଧକ୍ୟ ଭତ୍ତା ସମସ୍ୟା : ୧୫ ଦିନରେ ହେବ ସମାଧାନ

ଭୁବନେଶ୍ୱର ୩୧।୦୫ : କେଉଁଠି ୨ମାସ ତ ଆଉ କେଉଁଠି ୩ମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ନପାଇ ଦହଗଞ୍ଜ ହେଉଛନ୍ତି ବୃଦ୍ଧ, ବୃଦ୍ଧା। ପରିଣତ ବୟସରେ ମାସ ମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ ସରକାରୀ ଅଧିକାରୀ କେବଳ ପ୍ରତିଶ୍ରୁତି … Read More

ପାରାଦୀପ ଅବକାରୀ ଇନ୍ସପେକ୍ଟର ନିଲମ୍ବିତ: ମହଙ୍ଗା ପଡ଼ିଲା ଡ୍ୟୁଟିରେ ଅବହେଳା

ଜଗତସିଂହପୁର: କାହାକୁ ନ ଜଣାଇ ଅନୁପସ୍ଥିତ ରହିବା, ଡ୍ୟୁଟିରେ ଅବହେଳା କରିବା ଘଟଣାକୁ ନେଇ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସେହିପରି … Read More

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, ନାବାଳକ ସମେତ ୨ ଗିରଫ

ଭୁବନେଶ୍ବର: ଚଳିତ ମାସ ୧୭ ତାରିଖରେ ବୋଲଗଡ଼ ଗସ୍ତ ସମୟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ଜଣେ ୧୭ ବର୍ଷୀୟ ନାବାଳକ ସମେତ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଏଯାଏଁ … Read More

ରାଜ୍ୟରେ ସୁଲଭ ମୂଲ୍ୟରେ ଗୃହ ନିର୍ମାଣ କରିବ ଓଏସ୍‌ଏଚ୍‌ବି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ସାରା ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ। ସମ୍ପ୍ରତି ବୋର୍ଡ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, ଏହାକୁ … Read More

ଖଣି ବିଭାଗର ଚଢାଉ: ୧୧ ହାଇଓ୍ବା ଓ ୪ ଟ୍ରାକ୍ଟର ଜବତ

ଜଳେଶ୍ଵର : ବାଲେଶ୍ବର ଖଣି ବିଭାଗ ପକ୍ଷରୁ ଜଳେଶ୍ଵରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦ଟି ହାଇଓ୍ବା ଓ ୪ଟି ଟ୍ରାକ୍ଟର ଜବତ କରାଯାଇଛି।ଜବତ ଗାଡ଼ିଗୁଡିକରେ ବାଲି,ମାଟି,ମୋରମ ବୋଝେଇ ହୋଇ ଯାଉଥିଲା ବୋଲି କୁହାଯାଇଛି। ବାଲେଶ୍ଵର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ରାତି … Read More