ଦକ୍ଷିଣ-ପଶ୍ଚିମ ମୌସୁମି କେରଳମ୍ ଛୁଇଁବା ବିଳମ୍ବ ହୋଇପାରେ
ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍ ଛୁଇଁବା ବିଳମ୍ବ ହୋଇପାରେ। ମେ ୨୬ରେ ମୌସୁମି ବାୟୁ କେରଳମ୍ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ … Read More
