୧୨ ବର୍ଷ ପରେ ହତ୍ୟାକାଣ୍ଡର ରାୟ ପ୍ରକାଶିତ, ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍
ଭୁବନେଶ୍ବର: ଆସିଲା ବଡ଼ ଖବର । ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ । ତିନି ଜଣ ଅଭିଯୁକ୍ତଙ୍କୁ କାରାଦଣ୍ଡ ଶୁଣାଇଲେ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ । ହତ୍ୟା କରି ଦୟା ନଦୀରେ ଫିଙ୍ଗିଥିଲେ ଶରୀରର ଅଂଶ । ସୁଧ କାରବାରକୁ ନେଇ … Read More
