କିନ୍ନରଙ୍କୁ ଜୀବନସାଥି କଲେ ଯୁବକ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ ଦେଖିବାକୁ ମିଳିଛି ନିଆରା ବାହାଘର। କିନ୍ନରଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ଉମରକୋଟ କିନ୍ନର ଆଖଡ଼ା ଗୃହରେ ଏହି ବାହାଘର ଧୂମଧାମରେ ସମ୍ପନ୍ନ ହୋଇଛି। ବାହା ହେବା ପରେ ଘର ସଂସାର କରିବାକୁ ନିଷ୍ପତ୍ତି ନେଇଛନ୍ତି … Read More

ବେଆଇନ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜିଲାପାଳ ଓ ଏସ୍‌ପି ‘ମିଡ଼ ନାଇଟ୍‌ ଅପରେସନ’

ବଲାଙ୍ଗିର : ବଲାଙ୍ଗିର ଜିଲାରେ ବୃଦ୍ଧି ପାଇଥିବା ବେଆଇନ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜିଲାପାଳ ଓ ଏସ୍‌ପି ‘ମିଡ଼ ନାଇଟ୍‌ ଅପରେସନ’ କରିଛନ୍ତି। ଜିଲାର ପୁଇଁନ୍ତଲା, ଆଗଲପୁର, ଲୋଇସିଂହା ଓ ସଦର ଥାନା ଅଞ୍ଚଳର … Read More

ମେ’ ୧୭ରେ ଟ୍ରେନ୍‌ ସେବା ଅସ୍ଥାୟୀ ରୂପେ ବାତିଲ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ ମେ’ ୧୭ରେ କେତେକ ଯାତ୍ରୀବାହୀ ଟ୍ରେନ୍ ସେବାକୁ ଅସ୍ଥାୟୀ ରୂପେ ବାତିଲ କରାଯାଇଛି। ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ମେମୁ … Read More

ନବବଧୂର ସନ୍ଦେହଜନକ ମୃତ୍ୟୁ

ଗୋପ : ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ରାମଚଣ୍ଡୀ ଥାନା ଅଧୀନ ମଲିଆତୁଠ ଗ୍ରାମର ନବ ବିବାହିତା ପ୍ରିୟଦର୍ଶନୀ ବେହେରାଙ୍କ ଶନିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ଖୋରଧା ଜିଲା ବୋଲଗଡ଼ ଥାନା ଅଧୀନ ଶିଖରପଡ଼ା ଗ୍ରାମର ଭାଗବତ ବେହେରାଙ୍କ ଝିଅ … Read More

ଲକ୍ଷ୍ମୀପୁରରେ କାଳବୈଶାଖୀ ତାଣ୍ଡବ: ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଲକ୍ଷ୍ମୀପୁର : କାଳ ବୈଶାଖୀ ନେଇଗଲା ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ।  କାଳ ବୈଶାଖୀ ବଜ୍ରପାତରେ ପୃଥକ ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।  ଆଜି ଅପରାହ୍ନରେ ହଠାତ କାଳ ବୈଶାଖୀ ବର୍ଷା … Read More

ଆଗକୁ ଆହୁରି ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର, କ୍ଷତି ସହୁଛନ୍ତି ତୈଳ କମ୍ପାନୀ

ଭୁବନେଶ୍ୱର :  ଆଗକୁ ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର ।  ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ପ୍ରାୟ ୩୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ପ୍ରାୟ ୬୦ ଟଙ୍କା କ୍ଷତି ସହୁଛନ୍ତି ।  ଆଗାମୀ ଦିନରେ … Read More

ହାର୍ଡକୋର୍ ଅପରାଧୀଙ୍କୁ ଏନକାଉଣ୍ଟର କର : ଡିଜିପି

ଭୁବନେଶ୍ୱର : ମବ ଲିଞ୍ଚିଂ ଘଟଣା ପରେ ଆକ୍ସନ ମୋଡ଼ରେ ପୋଲିସ ।  ଅସାମାଜିକ ଓ ଅପରାଧୀଙ୍କ ବିରୋଧରେ NSA ।  ଅପରାଧୀଙ୍କ ଜାଗା ଓଡ଼ିଶାରେ ନାହିଁ ବୋଲି କହିଛନ୍ତି ଡିଜିପି ୱାଇ.ବି.ଖୁରାନିଆ ।  ଅପରାଧୀଙ୍କ ଉପରେ କଡା ନଜର ରଖିବାକୁ ସମସ୍ତ … Read More

ବାଲିଅନ୍ତା ହତ୍ୟାକାଣ୍ଡ : ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ସୌମ୍ୟଙ୍କ ମାଆ

ଭୁବନେଶ୍ୱର : ବାଲିଅନ୍ତା ହିଂସା ଘଟଣାରେ ପୁଅକୁ ନ୍ୟାୟ ପାଇଁ ଦିଲ୍ଲୀ ଯିବେ ମାଆ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରିବେ ।  ଆଜି ସୌମ୍ୟଙ୍କ ଏକାଦଶାହରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୃତ ସୌମ୍ୟଙ୍କ ମାଆ ।  ପୋଲିସ … Read More

ଲାଞ୍ଚୁଆ ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ, ନେଉଥିଲେ ୧ ଲକ୍ଷ ୩୬ ହଜାର ଟଙ୍କା

ଭୁବନେଶ୍ବର: ଲାଞ୍ଚୁଆ ସରକାରୀ ବାବୁଙ୍କୁ ଓଡ଼ିଶା ଭିଜିଲାନ୍ସର ଶକ୍ତ ଚାପୁଡ଼ା । ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ କେଶବ … Read More

ଟ୍ରେଲର-କାର ମୁହାଁମୁହିଁ ଧକ୍କା, ଚାଲିଗଲା ମାଆ ଓ ଝିଅଙ୍କ ଜୀବନ

ନବରଙ୍ଗପୁର: ନବରଙ୍ଗପୁରରେ ଦେଖାଦେଇଛି ଛାତିଥରା ଦୁର୍ଗଟଣା । ମର୍ମନ୍ତୁଦ ଦୁର୍ଘଟଣାରେ ଏକାସଙ୍ଗରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ । ମୁହାଁମୁହିଁ ଧକ୍କା ହେଲା ଟ୍ରେଲର ଓ କାର। ଅନ୍ୟ ୩ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ … Read More