ପ୍ରଥମ ଅବତରଣ ବିଫଳ ପରେ ମାନୁଆଲ୍ ପଦ୍ଧତିରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ ପାଇଲଟ

ମହାରାଷ୍ଟ୍ର : VT-SSK ବିମାନଟି ଆଜି ସକାଳ ପ୍ରାୟ ୮:୧୦ ସମୟରେ ମୁମ୍ବାଇରୁ ବାରାମତୀ ଅଭିମୁଖେ ବାହାରିଥିଲା । ପ୍ରାୟ ୮:୪୫ ସମୟରେ ବାରାମତୀ ଏୟାରପୋର୍ଟରେ ଅବତରଣ କରିବା ବେଳେ ଏହା ରନୱେରୁ ବାହାରକୁ ଖସିଯାଇଥିଲା । ପୁଣେ-ବାରାମତୀ ଅଞ୍ଚଳରେ ପ୍ରବଳ କୁହୁଡ଼ି … Read More

ଆମେରିକାରେ ବରଫ ଝଡ଼, ଗଲାଣି ୪୦ରୁ ଅଧିକ ଜୀବନ

ଆମେରିକା : ଆମେରିକାରେ ଗତ ଜାନୁଆରୀ ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ପ୍ରବଳ ବରଫପାତ ସାଙ୍ଗକୁ … Read More

ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ ଆଗରେ ରହିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ ।  ପ୍ରଥମ ଦିନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  କହିଛନ୍ତି, ପ୍ରତି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଛି, ସାରା ବିଶ୍ବରେ ଭାରତର ଚର୍ଚ୍ଚା ହେଉଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ … Read More

ଅଜିତ ପାୱାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର : ମହାରାଷ୍ଟ୍ର ବାରାମତିରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । ଅଜିତଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ … Read More

ବ୍ରହ୍ମପୁତ୍ରରେ ବୁଡ଼ିଲା ଡଙ୍ଗା, ୬ ନିଖୋଜ

ଆସାମ : ଆସାମ ବାରପେଟା ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ି ଛଅ ଜଣ ନିଖୋଜ ହୋଇଥିବା ଖବର ମିଳିଛି। ୨୨ ଜଣ ଏକ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ବେଳେ ବୁଡ଼ିଯାଇଥିଲା । ଏନଡିଆରଏଫ ଓ ଏସଡିଆରଏଫଙ୍କ ସହ ସ୍ଥାନୀୟ … Read More

ଗୁରୁଗ୍ରାମର ଏକାଧିକ ସ୍କୁଲକୁ ବୋମା ଧମକ

ଗୁରୁଗ୍ରାମ: ଦିଲ୍ଲୀ ସଂଲଗ୍ନ ଗୁରୁ ଗ୍ରାମର ଅନେକ ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିଛି। ଫଳରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ କହିଛି ଯେ ସୂଚନା ପାଇବା ପରେ ସ୍କୁଲ ପରିଚାଳନା, ପୋଲିସ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସତର୍କ ଅଛନ୍ତି। … Read More

ଓମଫେଡ୍ ବୁଥରେ ଗୁଟଖା ବିକିଲେ ଲାଇସେନ୍ସ ବାତିଲ ନେଇ ବିଏମସିର ଚେତାବନୀ

ଭୁବନେଶ୍ବର: ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ ।  ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ ।  ଲାଇସେନ୍ସ ବାତିଲ ନେଇ ଚେତାବନୀ ଦେଇଛି ବିଏମସି| ବିଏମସି ଅଞ୍ଚଳରେ ଗୁଟଖା ବିକ୍ରି ହେବ ସମ୍ପୂର୍ଣ୍ଣ ନିଷେଧ ।  ଜୋରଦାର୍ … Read More

ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଗର୍ଜିଲା ଭଞ୍ଜସେନା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଗର୍ଜିଲା ଯୁବଛାତ୍ର ସଂଗଠନ ଭଞ୍ଜସେନା । ରୋଜଗାର ଦିଅ ନାରା ଦେଇ ବାରିପଦା ମଧୁବନ ଠାରୁ ବିଶାଳ ଶୋଭାଯତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି … Read More

କୋଇଲା ଖଣି ବନ୍ଦ କଲା କମ୍ପାନୀ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଶ୍ରମିକ

ସମ୍ବଲପୁର: ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।  ଖିଣ୍ଡା ଅଞ୍ଚଳରେ ଥିବା ଏନଏଲସି କମ୍ପାନୀର କାର୍ଯ୍ୟ କରୁଥିବା ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।  ଅଭିଯୋଗ କମ୍ପାନୀ ୨ ନମ୍ବର ଓ ୩ ନମ୍ବର କୋଇଲା ଖଣି … Read More

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟନ କଲେ ରାଜ୍ୟପାଳ

ବ୍ରହ୍ମପୁର : ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସ ବର୍ତ୍ତମାନ ସହିତ ମିଶିଛି ଏବଂ ପରମ୍ପରା ପ୍ରଗତି ସହିତ ହାତରେ ହାତ ମିଳାଇ ଚାଲିଛି । ଆମର ଉପକୂଳ କେବଳ … Read More