ଇଣ୍ଡିଗୋ ବିମାନ ବିଭ୍ରାଟ ଘଟଣା : ଯାତ୍ରୀଙ୍କୁ ମିଳିବ ୧୦ ହଜାର ଟଙ୍କାର ଭାଉଚର

ନୂଆଦିଲ୍ଲୀ : ଯାତ୍ରୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ ଦେବ କ୍ଷତିପୂରଣ । ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଡିସେମ୍ବର ୨୦୨୫ ପ୍ରାରମ୍ଭରେ ଇଣ୍ଡିଗୋ ଏୟାରଲାଇନ୍ସ କିଛି ପରିଚାଳନାଗତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନେକ ଉଡ଼ାଣ ବାତିଲ ହୋଇଥିଲା ଏବଂ ଅନେକ ଘଣ୍ଟା … Read More

ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାକ ଆତଙ୍କବାଦୀଙ୍କୁ ଭଡ଼ାରେ ଆଣିଲା ଇରାନ

ତେହେରାନ: ଇରାନର ଚାଲିଥିବା ଜନସାଧାରଣଙ୍କ ବିକ୍ଷୋଭ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବାବେଳେ ସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସରକାର ସେନାକୁ ନିୟୋଜିତ କରିଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ତିନି ହଜାରରୁ ଅଧିକ ଲୋକ ପ୍ରାଣ … Read More

ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିଙ୍କ ଭୂମିକା ଅନନ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀର ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ଆୟୋଜିତ ରାଷ୍ଟ୍ରମଣ୍ଡଳ ବାଚସ୍ପତି ଏବଂ ପୀଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି)କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏକ ସଂସଦୀୟ ଗଣତନ୍ତ୍ରରେ … Read More

୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ପାଲାମେଡୁ ଜଲ୍ଲିକଟ୍ଟୁ

ମଦୁରାଇ: ତାମିଲନାଡୁର ମଦୁରାଇ ଜିଲ୍ଲାରେ ମଟ୍ଟୁ ପୋଙ୍ଗଲର ପବିତ୍ର ଅବସରରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ପାଲାମେଡୁ ଜଲ୍ଲିକଟ୍ଟୁ ଶୁକ୍ରବାର ଆରମ୍ଭ ହୋଇଛି। ତାମିଲ ସଂସ୍କୃତି ସହିତ ଗଭୀର ଭାବରେ ଜଡିତ ଜଲ୍ଲିକଟ୍ଟୁ ପୋଙ୍ଗଲ ଉତ୍ସବର ତୃତୀୟ ଦିନରୁ ଆରମ୍ଭ ହୋଇଥାଏ । … Read More

ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ

ନୂଆଦିଲ୍ଲୀ: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ୍ ହାଉସ୍ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ୍ ଶାନ୍ତି ପୁରସ୍କାର ପଦକ ପ୍ରଦାନ କରିଥିଲେ, କାରଣ ସେ ଦକ୍ଷିଣ ଆମେରିକୀୟ ଦେଶର ରାଜନୈତିକ ଭବିଷ୍ୟତକୁ … Read More

କାର ଝରକା ଭାଙ୍ଗି ଭିତରକୁ ପଶିଲା ନୀଳଗାଈ, ୪ ବର୍ଷ ଝିଅ ମୃତ

ଗୁନା: ମଧ୍ୟପ୍ରଦେଶର ଗୁନାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ନୀଳଗାଈ କାରର ଝରକା ଭାଙ୍ଗି ଭିତରକୁ ପଶିଗଲା । ଏହି ଦୁର୍ଘଟଣାରେ ଏକ ଚାରି ବର୍ଷର ଝିଅର ମୃତ୍ୟୁ ଘଟିଛି । ପୋଲିସ କହିଛି ଯେ ଝିଅଟି ତାଙ୍କ … Read More

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି, ୨୦ରେ ଦଳକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନୋଟିଫିକେସନ ଜାରି ହୋଇଛି । ଆସନ୍ତା ୨୦ ତାରିଖରେ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ନାମ ଘୋଷଣା କରିବ ବିଜେପି । … Read More

SIR ବିରୋଧରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରଦର୍ଶନ, ବିଡିଓ ଅଫିସରେ ଭଙ୍ଗାରୁଜା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଏସଆଇଆର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ନର୍ଥ ଦିନାଜପୁରର ଚାକୁଲିୟାରେ ଗୁସ୍ସାଇରେ ବିଡିଓ ଅଫିସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ଏହି ଭଙ୍ଗାରୁଜା ଫଳରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସରକାରୀ ଜିନିଷ … Read More

ବଙ୍ଗରେ ନିପା ଭାଇରସ, ଓଡ଼ିଶାରେ ଆତଙ୍କ

ଭୁବନେଶ୍ବର: ନିପା ଭାଇରସକୁ ନେଇ ଆଦୌ ଆତଙ୍କିତ ନହେବାକୁ ଅପିଲ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ପଶ୍ଚିମବଙ୍ଗରେ ନିପା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ।  ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ … Read More

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଶିକ୍ଷକଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଶିକ୍ଷକମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କରିବା ଆମର ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଏବଂ ଶିକ୍ଷାବର୍ଷ ୨୦୨୬-୨୭ରୁ ପ୍ରଥମରୁ … Read More