କଣ୍ଟେନର ସହିତ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି । ଏୟାରବସ୍ ଏ୩୫୦ ବିମାନ ଏୟାରପୋର୍ଟରେ ଘନ କୁହୁଡିରେ ଟ୍ୟାକ୍ସି କରୁଥିଲା । ଏହି ସମୟରେ ବିମାନଟି ଫସିଯାଇଥିଲା … Read More

ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ସନ୍ଦେଶ ଦେଲେ ବାଗେଶ୍ବର ବାବା

ନୂଆଦିଲ୍ଲୀ: ବାଗେଶ୍ବର ଧାମର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣି ଥରେ ନିଜ ଢଙ୍ଗରେ ହିନ୍ଦୁ ସମାଜକୁ ଏକଜୁଟ ହେବାକୁ ସନ୍ଦେଶ ଦେଇଛନ୍ତି। ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସଂଘର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି … Read More

ଇଣ୍ଡିଗୋର ବଡ ଅଫର; ମାତ୍ର ୧ଟଙ୍କାରେ ବିମାନ ଯାତ୍ରା

ନୂଆଦିଲ୍ଲୀ: ଯଦି ଆପଣ ଅଧିକ ଭଡା ଯୋଗୁଁ ପିଲାମାନଙ୍କ ସହିତ ବିମାନ ଯାତ୍ରା କରିବାରୁ ବଞ୍ଚିତ ହେଉଛନ୍ତି, ତେବେ ଆପଣଙ୍କ ଲାଗି ଏହା ଖୁସି ଖବର । ଇଣ୍ଡିଗୋ ଏହାର ଯାତ୍ରୀମାନଙ୍କ ପାଇଁ ଚମତ୍କାର ନୂତନ ବର୍ଷର ସେଲ୍‌, ସେଲ୍‌ ଇନଟୁ … Read More

୭୮ତମ ସ୍ଥଳସେନା ଦିବସରେ ବୀରତ୍ୱ ଦେଖାଇଲା ଜାଗୁଆର

ଜୟପୁର: ଗୋଲାପୀ ସହର ଜୟପୁର ପାଇଁ ଆଜିର ସକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଭାରତୀୟ ସେନାର ୭୮ତମ ସେନା ଦିବସ ଅବସରରେ, ଗୁରୁବାର ସକାଳ ୧୦ଟାରେ ଜୟପୁରର ଜଗତପୁରାର ମହଲ ରୋଡରେ ଏକ ଭବ୍ୟ ଏବଂ ଐତିହାସିକ ସେନା ଦିବସ ପରେଡ … Read More

ପିକ୍-ଅପକୁ ଧକ୍କା ଦେଲା କାର; ଚାଲିଗଲା ଗୋଟିଏ ପରିବାରର ୭ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଫତେପୁର ଶେଖାବତୀରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୫୨ ନଂ ଜାତୀୟ ରାଜପଥର ହର୍ସଭା ଗାଁ ନିକଟରେ ଏଭଳି ହୃଦୟା ବିଦାରକ ଘଟଣା ଘଟିଛି। ମିଳିଥିବା … Read More

ମମତାଙ୍କୁ ଝଟକା, ଇଡି ଅଫିସର ଉପରେ ଲାଗିଥିବା ଏଫଆଇଆର ଉପରେ ଲାଗିଲା ରୋକ୍

କୋଲକତା : ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ED । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର … Read More

ଭାରତ କିଣିବ ୧୧୪ଟି ଯୁଦ୍ଧ ବିମାନ

ଭୁବନେଶ୍ୱର : ବାୟୁସେନାରେ ‘ରାଫେଲ୍’ ଯୁଗ! । ଭାରତ କିଣିବ ଆଉ ୧୧୪ଟି ‘ରାଫେଲ୍’ ଯୁଦ୍ଧ ବିମାନ । ୩.୨୫ ଲକ୍ଷ କୋଟି ଟଙ୍କାର ମେଗା ଡିଲ୍ ପାଇଁ ପ୍ରସ୍ତୁତି । ଭାରତୀୟ ବାୟୁସେନାରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଯୁଦ୍ଧ … Read More

ୱେଭ୍ ରାଇଡର୍ସଙ୍କ ସମୁଦ୍ର ପହଁରା ଅଭିଯାନ, କମାଲ ଦେଖାଇଲେ ଓଡ଼ିଆ ପହଁରାଳି

ମୁମ୍ବାଇ: ରବିବାର ଦିନ ୱେଭ୍ ରାଇଡର୍ସ ସଂଗଠନ ଦ୍ୱାରା ଆଲିବାଗ ନିକଟସ୍ଥ କାସା ଖଡକ୍ ଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ଏକ ଚ୍ୟାଲେଞ୍ଜିଂ ୧୬ କିଲୋମିଟର ସମୁଦ୍ର ପହଁର ଅଭିଯାନ କରାଯାଇଥିଲା । ସମୁଦ୍ର ପହଁର ଅଭିଯାନ ଦୁଃସାହସିକ କ୍ରୀଡ଼ା ବର୍ଗରେ ପଡ଼େ … Read More

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ନବନିର୍ମାଣ ଯୁବ ସଙ୍ଘ 

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇ ନେଲା ପୋଲିସ  ।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହିତ ପରିବହନ ମନ୍ତ୍ରୀଙ୍କ ବାସଗୃହ ଘେରାଉ ପାଇଁ ଉଦ୍ୟମ କରୁଥିଲେ ନବନିର୍ମାଣ ଯୁବଛାତ୍ର ସଂଗଠନ ଓଡ଼ିଶା  ।  ପୂର୍ବ ଜରିମାନକୁ ରଦ୍ଦ କରାଯିବା … Read More

ମାଟ୍ରିମୋନୀଆଲ ସାଇଟରେ ଡାକ୍ତର ପରିଚୟ ଦେଇ ୨୨ ଲକ୍ଷ ଟଙ୍କାର ଠକେଇ

ଭୁବନେଶ୍ୱର : ମାଟ୍ରିମୋନୀଆଲ ସାଇଟରୁ ବଡ଼ ଠକେଇ ।  ନିଜକୁ ଡାକ୍ତର ପରିଚୟ ଦେଇ ଲୁଟି ନେଲେ ୨୨ ଲକ୍ଷ ଟଙ୍କା ।  ମାଟ୍ରିମୋନିଆଲ ସାଇଟରେ ଫେକ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକିଥିବା ଅଭିଯୋଗ ।  ଅଭିଯୁକ୍ତ ଠକକୁ ଗିରଫ କରିଛି … Read More