ଇରାନ ହିଂସାରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ଇରାନ: ଇରାନ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଛି । ଯାହାକୁ ନେଇ ଇରାନର ଶାସନ ମୁଖ୍ୟ ବା ସୁପ୍ରିମ ଲିଡର ଆମେରିକା ଉପରେ ଦୋଷ ଲଦିଛନ୍ତି । ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କହିଛନ୍ତି, କିଛି … Read More

୬ଦିନ ବନ୍ଦ ରହିବ ଦିଲ୍ଲୀ ବିମାନବନ୍ଦର

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଚଳିତ ମାସରେ ଦିଲ୍ଲୀ ବିମାନବନ୍ଦର ଛଅ ଦିନ ପାଇଁ ବନ୍ଦ ରହିବ। କେନ୍ଦ୍ର ସରକାର ଜାନୁଆରୀ ୨୧ ରୁ ଜାନୁଆରୀ ୨୬ ତାରିଖ ପର‌୍ୟ୍ୟନ୍ତ ଦିଲ୍ଲୀର ଆକାଶମାର୍ଗ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇ … Read More

ସୀମା ପାର୍‌ ଆତଙ୍କବାଦୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ : ସୀମା ପାର୍‌ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ​‌ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। … Read More

ଆଉ ମିଳିବନି ୧୦ ମିନିଟ ଡେଲିଭରି ସେବା, ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏବେ ଆଉ ମିଳିବନି ୧୦ ମିନିଟରେ ଡେଲିଭରି । ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମ ମନ୍ତ୍ରଣାଳୟ ୧୦ ମିନିଟ୍ ଡେଲିଭରି ଉପରେ ପ୍ରତିବନ୍ଧକ … Read More

ପାକିସ୍ତାନରେ ଆଇଇଡି ବିସ୍ଫୋରଣ, ଏସଏଚଓ ସମେତ ୬ ପୋଲିସକର୍ମୀ ମୃତ

ପାକିସ୍ତାନ : ପାକିସ୍ତାନରେ ଆଇଇଡି ବ୍ଲାଷ୍ଟରେ ଜଣେ ଏସଏଚଓ ସମତେ ୬ ପୋଲିସକର୍ମୀ ମୃତ୍ୟୁ ହୋଇଥିବା ଜଣାପଡିଛି । ପାକିସ୍ତାନର ଖୈବର ପଖତୁନଖ୍ବା ଅଞ୍ଚଳରେ ହୋଇଛି । ପଖତୁନଖ୍ବାର ଟୋଙ୍କ ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଯୋଗୁଁ ଗୋମଲ ପୋଲିସ ଷ୍ଟେସନର ଏସଏଚ୍ଓଙ୍କ ଜୀବନ … Read More

ପଶ୍ଚିମବଙ୍ଗରେ ନିପା ଭାଇରସ ସଂକ୍ରମଣ, ସରକାର ଜାରି କଲେ ହେଲପଲାଇନ୍ ନମ୍ବର

କୋଲକାତା : ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମଣ ବ୍ୟାପିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ସରକାର … Read More

ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ସ୍ଥାନାନ୍ତର ହେବ PMO

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ … Read More

ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର

ଭୁବନେଶ୍ବର: ମକର ସଂକ୍ରାନ୍ତି ପୂର୍ବରୁ ସାମ୍ନାକୁ ଆସିଲା ଗୁଡ଼ି ଉଡ଼ା ଜନିତ ଅଘଟଣ । ରାଜଧାନୀରେ ଗୁଡ଼ି ମାଞ୍ଜା ସୂତା ଲାଗି ଯୁବକ ଗୁରୁତର । ରାଜଧାନୀରେ ସାମ୍ନାକୁ ଆସିଲା ଗୁଡ଼ି ଉଡ଼ା ଜନିତ ଅଘଟଣ । ଗୁଡ଼ି ମାଞ୍ଜା ସୂତା … Read More

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ବଡ ବୟାନ ରଖିଛନ୍ତି ଆଇନ ମନ୍ତ୍ରୀ … Read More

ପରିବହନ ବେଳେ ବାଲି ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବାଲି ବୋଝେଇ ଗାଡ଼ିରେ ବାଲିକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି । ଜାତୀୟ ରାଜପଥରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର । ବାଲି ଘାଟରୁ ଗାଡ଼ି ବାହାରିବା ପୂର୍ବରୁ ବାଲି ଗାଡିକୁ … Read More