ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଲେ ବେଲୁଚ୍ ନେତା

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ବେଲୁଚ୍ ନେତା । ଚୀନ୍ ବେଲୁଚିସ୍ତାନରେ ସାମରିକ ବାହିନୀ ମୁତୟନ କରିବାକୁ ଯାଉଥିବା ସେ ଚିଠିରେ ଦାବି କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପାକିସ୍ତାନର ବେଲୁଚିସ୍ତାନ ନେତା … Read More

ସେନା ଶିବିରରେ ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଜୋଶୀମଠରେ ଏକ ସେନା ଶିବିର ଭିତରେ ଥିବା ଏକ ଦୋକାନରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସମ୍ପୂର୍ଣ୍ଣ ଦୋକାନଟି ଜଳିଯାଇଥିଲା । ସେନା କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ପ୍ରୟାସ କରୁଛନ୍ତି । ଶିବିରର ଷ୍ଟୋରେଜ୍ … Read More

ସ୍ବିଜରଲାଣ୍ଡ ସ୍କି ରିସର୍ଟ ଅଗ୍ନିକାଣ୍ଡରେ ୪୭ ମୃତ: ୫ଦିନ ରାଷ୍ଟ୍ରୀୟ ଶୋକ ପାଳନ

ଜେନିଭା: ନୂଆବର୍ଷ ପାଳନ ସମୟରେ ସ୍ବିଜରଲାଣ୍ଡର କ୍ରାନ୍ସ ମଣ୍ଟାନା ସହରରେ ଏକ ସ୍କି ରିସର୍ଟ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୪୭ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା … Read More

ଇନ୍ଦୋରରେ ଉଗ୍ର ରୂପ ନେଲା ଦୂଷିତ ପାଣି ସମସ୍ୟା : ୫୦୦ରୁ ଅଧିକଙ୍କୁ ଝାଡ଼ାବାନ୍ତି, ଆଇସିୟୁରେ ୩୨ ଜଣ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରର ଭାଗିରଥପୁର ଅଞ୍ଚଳରେ ସଂକ୍ରମିତ ଜଳ ସଙ୍କଟ ଭୟଙ୍କର ରୂପ ନେଇଛି । ଦୂଷିତ ପାଣି ପିଇ ଅଞ୍ଚଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୫୦୦ରୁ ଅଧିକ ଲୋକଙ୍କ … Read More

ୟୁପି ପରେ ରାଜସ୍ଥାନରେ ସ୍କୁଲରେ ଛାତ୍ରଛାତ୍ରୀ ଖବରକାଗଜ ପଢିବା ବାଧ୍ୟତାମୂଳକ

ରାଜସ୍ଥାନ : ସ୍କୁଲ ଶିକ୍ଷାରେ ମୋବାଇଲ ଏବଂ ଇଣ୍ଟରନେଟର ବ୍ୟବହାର ବଢିବାରେ ଲାଗିଛି । କରୋନା ପରେ ଅନଲାଇନ କ୍ଲାସ ସ୍କୁଲ ସିଷ୍ଟମର ଅଂଶ ହୋଇଛି । ସ୍କୁଲ ପିଲାଙ୍କ ନିର୍ଭରତା ମୋବାଇଲ, ଲାପଟପ୍ ଏବଂ ଇଣ୍ଟରନେଟରେ ବଢୁଛି । ଏହି କାରଣ … Read More

ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିବା ବେଳେ ମାଡ଼ିଗଲା ଟ୍ରେଲର, ୪ ମୃତ, ଅନେକ ଆହତ

ରାଜସ୍ଥାନ : ରାଜସ୍ଥାନ ବିକାନେର ଜିଲ୍ଲାରେ ଅଘଟଣ । ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖବର ମୁତାବକ, ବିକାନେର ନାପାସର ଅଞ୍ଚଳରେ ଗତ ରାତିରେ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ … Read More

ଖଣିରେ ବିସ୍ଫୋରଣ; ୪ କଲରାପତରିଆଙ୍କ ମୃତ୍ୟୁ

ବେଙ୍ଗଳୁରୁ: ମାରିଦେଲେ ୪ ବାଘ । ବେଙ୍ଗଳୁରୁ ଉପକଣ୍ଠ ଚିକ୍କନହଲ୍ଲି ଅଞ୍ଚଳର ଏକ ଖଣିରେ ବିସ୍ଫୋରଣରେ ୪ କଲରାପତରିଆଙ୍କ ଜୀବନ ଯାଇଛି । ମୃତ ବାଘ ମଧ୍ୟରେ ଏକ ଗର୍ଭବତୀ ଥିବା କହିଛି ବନ ବିଭାଗ । ବେଆଇନ ବିସ୍ଫୋରଣ ଯୋଗୁଁ … Read More

ଇରାନରେ ସରକାର ବିରୋଧୀ ହିଂସା; ୭ ମୃତ, ୧୩ ଆହତ

ଇରାନ୍ : ଇରାନରେ ସରକାର ବିରୋଧରେ ଜନସାଧାରଣଙ୍କ କ୍ରୋଧ ପ୍ରକାଶ ପାଇଛି । ଯାହାର ହିଂସା ବର୍ତ୍ତମାନ ଗ୍ରାମଞ୍ଚଳକୁ ବ୍ୟାପିଛି । ଏହି ହିଂସାତ୍ମକ ବିରୋଧରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଆହତ ହୋଇଛନ୍ତି । ଯେଉଁଥିରେ ଇରାନର ଅର୍ଦ୍ଧସାମରିକ … Read More

ଭିଜିଲାନ୍ସ ଜାଲରେ ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଆଉ ଜଣେ ଜଙ୍ଗଲ ବାବୁ ।  ଦକ୍ଷିଣ ବନଖଣ୍ଡ ଥୁଆମୁଳ ରାମପୁର ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ ଗିରଫ ।  ୫୫ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ୨୦୨୪-୨୫ ବର୍ଷ … Read More

ରାଉରକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଲା ସୁନାର ଧନୁ

ରାଉରକେଲା: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଭେଟି ଦେବା ଉଦ୍ଦେଶ୍ୟରେ ରାଉରକେଲା ସହରରୁ ବାହାରିଛି ଏହି ବିଶାଳ ସ୍ୱର୍ଣ୍ଣ ଧନୁଷ । ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା … Read More