ଆସନ୍ତାକାଲି ଭାରତ ଆସିବେ ଜର୍ମାନ ଚାନ୍ସେଲର ମର୍ଜ: ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ‌ବୈଠକ

ନୂଆଦିଲ୍ଲୀ: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଆସନ୍ତାକାଲି (ସୋମବାର)ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନାଟୋ ଏବଂ ୟୁରୋପୀୟ ସଂଘ (ଇୟୁ) ବାଦ୍‌ ଚାନ୍ସେଲର ମର୍ଜଙ୍କର ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଜାନୁଆରି ୧୨-୧୩ ରେ ଅହମଦାବାଦଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ … Read More

ବିମାନ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକ ୟେସନ୍‌ଙ୍କ ଜୀବନ

କଲମ୍ବିଆ: କଲମ୍ବିଆରେ ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବିମାନଟି ଜୁଆନ୍ ଜୋସେ ରୋଣ୍ଡନ୍ ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା। … Read More

ଆଇ-ପ୍ୟାକ୍ ରେଡ୍ ମାମଲାରେ ମମତାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ ୮ ତାରିଖ ଘଟଣାର ସିବିଆଇ ତଦନ୍ତ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ଵାରସ୍ଥ ହୋଇଛି। ଆଇ-ପ୍ୟାକ୍ ଓ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଠିକଣାରେ ହୋଇଥିବା ଚଢ଼ଉ ସମୟରେ ମମତା ବାଧା … Read More

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ଢାକା : ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଉଗ୍ରରୂପ ଧାରଣ କରୁଥିବାବେଳେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଜୟ ମହାପାତ୍ର ହୋଇଥିବାବେଳେ ସେ ସୁନାମଗଞ୍ଜ ଜିଲା ଅନ୍ତର୍ଗତ ଭାଙ୍ଗାଦୋହର ଗ୍ରାମ ବାସିନ୍ଦା ବୋଲି ଜଣାପଡିଛି। ପରିବାର … Read More

ହସ୍ତକ୍ଷେପ କଲେ ମୋଦି, ଏକ୍ସରେ ଏକ ପୋଷ୍ଟକୁ ନେଇ ନିଜର ଭୁଲ ସ୍ୱୀକାର କଲା କମ୍ପାନୀ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟକୁ ନେଇ କମ୍ପାନୀ ନିଜର ଭୁଲ ସ୍ୱୀକାର କରିଛି । ଭାରତୀୟ ଆଇନ ଅନୁଯାୟୀ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଛି । ପୂର୍ବରୁ ଏକ୍ସରେ ଆପତ୍ତିଜନକ ଫଟୋ ପ୍ରସଙ୍ଗରେ କେନ୍ଦ୍ର … Read More

ଶୌର୍ଯ୍ୟ ଯାତ୍ରା ପରେ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଗୁଜୁରାଟ ଗସ୍ତରେ ଦ୍ବିତୀୟ ଦିନରେ ସୋମନାଥ ମନ୍ଦିରରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ବିଶାଳ ରୋଡ୍ ଶୋ’ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷ ଲକ୍ଷଙ୍କ … Read More

କମୁନି ଶୀତ, ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଥଣ୍ଡା ପାଗ ରେକର୍ଡ ସୃଷ୍ଟି କରିଛି । ସର୍ବନିମ୍ନ ତାପମାତ୍ରା ୩° ସେଲସିୟସ୍ ପହଞ୍ଚିଛି । ଘନ କୁହୁଡ଼ି ଏବଂ ଥଣ୍ଡା ପାଗ ଯୋଗୁଁ IMD ୟେଲୋ ଆଲର୍ଟ ଜାରି କରିଛି । ସୂଚନାନୁଯାୟୀ, ଶନିବାର-ରବିବାର ରାତିରେ ଦିଲ୍ଲୀ … Read More

ସିରିୟା ISIS ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ : ଆଇଏସର ଆତଙ୍କବାଦୀଙ୍କ ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକା ଆଇଏସର ଅନେକ ଠିକଣା ଉପରେ ମିସାଇଲ ମାଡ଼ କରିଛି । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ ଶନିବାର ସିରିୟାରେ … Read More

୨୦ କୋଟି ଟଙ୍କାର ଠକେଇ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ସାଇବର ଠକଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ବର : ୨୦କୋଟି ଟଙ୍କାର ସାଇବର ଠକେଇ । କମିଶନରେଟ ପୋଲିସକୁ ବଡ଼ ସଫଳତା ।  ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ଗିରଫ ।  ଏଥିରେ ବିହାରର ୭, କେରଳର ୪, ଓଡ଼ିଶାରୁ ଜଣେ ଗିରଫ ।  ସେମାନଙ୍କ ନିକଟରୁ ୩୦ କି ପ୍ୟାଡ … Read More

ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

କଟକ: କଟକରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା ।  ଖାନନଗର ଅଞ୍ଚଳର ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ ।  ମୃତ ମାଛ ବ୍ୟବସାୟୀ ପୁରୀଘାଟ ଅଞ୍ଚଳର ପପୁ ଦାଶ ।  ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । … Read More