ଏମ୍ସରେ ଭର୍ତ୍ତିହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଇଛନ୍ତି ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୂଚନା ଅନୁସାରେ ଶ୍ରୀ ଧନଖଡ଼ ଅସୁସ୍ଥତା କାରଣରୁ ୨ଥର ଚେତା ହରାଇଥିଲେ । ପରେ … Read More

ଦିଲ୍ଲୀବାସୀ ପାଇବେ କ୍ରୁଜ୍ ସେବା, ଜାନୁଆରୀ ୨୦ରେ ଯମୁନାରେ ଚାଲିବ

ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନା ନଦୀରେ କ୍ରୁଜ୍ ସେବା ଆରମ୍ଭ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ରା କହିଛନ୍ତି ଯେ ଏହି କ୍ରୁଜର ନିର୍ମାଣ କାର୍ଯ୍ୟ ମୁମ୍ବଇରେ ପ୍ରାୟ ପୂର୍ଣ୍ଣ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଏହି ସେବା … Read More

କରୁର ଦଳାଚକଟା ଘଟଣା: ସିବିଆଇ ଅଫିସ୍‌ରେ ଥଲାପତି ବିଜୟ

ନୂଆଦିଲ୍ଲୀ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ଥଲାପତି ବିଜୟ। ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍‌ରେ ହାଜର ହୋଇଛନ୍ତି। କରୁର ଦଳାଚକଟା ଘଟଣାକୁ ନେଇ ସିବିଆଇ ବିଜୟଙ୍କୁ ଜେରା କରୁଛି। ୪ ମାସ ତଳେ ତାମିଲନାଡ଼ୁ କରୁରରେ … Read More

ପ୍ରଧାନମନ୍ତ୍ରୀ ମୋଦୀ-ଜର୍ମାନ ଚାନସେଲରଙ୍କ ମଧ୍ୟରେ ଦ୍ୱୀପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ଏବଂ ଜର୍ମାନୀ ଘନିଷ୍ଠ ସହଯୋଗୀ। ସେଥିପାଇଁ ଆଜି ଭାରତରେ … Read More

ଘରେ ଘରେ ପାର୍ସଲ ବାଣ୍ଟି ଡେଲିଭରୀ ବୟ ସାଜିଲେ ଆପ୍ ସାଂସଦ ରାଘବ ଚଢା

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଢା ଏବେ ଚର୍ଚ୍ଚାରେ । ଦିନକ ପାଇଁ ବ୍ଲିଙ୍କିଟ୍ ଡେଲିଭରୀ ବୟ ହୋଇଛନ୍ତି ରାଘବ । ସୋସିଆଲ ମିଡିଆ ପ୍ଲାଟଫର୍ମ X ଭିଡିଓ ସେୟାର କରାଯାଇଥିବା ଏକ ଟିଜର ଭିଡିଓ ସୋସିଆଲ … Read More

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର

ନୂଆଦିଲ୍ଲୀ: ଗୁଡ଼ି ଉଡ଼ାଇଲେ ଦୁଇ ଦେଶର ନେତା । ମୋଦୀଙ୍କ ସହ ଗୁଡ଼ି ଉଡ଼ାଇଲେ ଜର୍ମାନ ଚାନ୍ସେଲର । ସାବରମତୀ କୂଳରେ ମୋଦୀ ଓ ଜର୍ମାନ ଚାନ୍ସେଲର ଗୁଡ଼ି ଉଡ଼ାଇ ମଜା ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନ … Read More

କକ୍ଷପଥରେ ପହଁଞ୍ଚି ପାରିଲାନି ଅନ୍ବେଷା, ଡାଟା ବିଶ୍ଲେଷଣ କରୁଛି ଇସ୍ରୋ

ଆନ୍ଧ୍ରପ୍ରଦେଶ : ଇସ୍ରୋର PSLV-C62 ମିଶନ୍ ଫେଲ୍ । ବୈଷୟିକ ତ୍ରୁଟି କାରଣରୁ କକ୍ଷପଥରେ ପହଁଞ୍ଚିପାରିଲାନି ଅନ୍ବେଷା । ନିୟନ୍ତ୍ରଣ ହରାଇ ହେଲା ଦିଗହରା । ଏ ନେଇ ଡାଟା ବିଶ୍ଲେଷଣ କରୁଛି ଇସ୍ରୋ । କିଛି ସମୟ ପୂର୍ବରୁ ‘ଅନ୍ବେଷା’ର ହୋଇଥିଲା … Read More

ଇରାନ ଉପରେ ନିଆଯାଇପାରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ, ଚେତାବନୀ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଇରାନକୁ ଟ୍ରମ୍ପଙ୍କ ଚେତାବନୀ ।  ନିଆଯାଇପାରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ।  ଇରାନ ଉପରେ ଗର୍ଜିଲେ ଟ୍ରମ୍ପ ।  ଇରାନରେ ଜାରି ରହିଥିବା ହିଂସା ଏବଂ ପ୍ରତିବାଦକାରୀଙ୍କ ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି … Read More

କୁଖ୍ୟାତ ଛିନତାଇ ଚୋର ଶଙ୍କରକୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର: କମିଶନରେଟ ପୁଲିସ ହାତରେ ଧରା ପଡିଲା କୁଖ୍ୟାତ ଛିନତାଇ ଚୋର ଶଙ୍କର ରେଡ୍ଡୀ । ଶଙ୍କରକୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ । ଭୁବନେଶ୍ୱର ସହରର କୁଖ୍ୟାତ ଛିନତାଇ ଚୋରା ଶଙ୍କର ରେଡ୍ଡୀ ଗିରଫ । ଶଙ୍କର ସହ … Read More

ସ୍କୁଟିକୁ ଧକ୍କା ଦେଲା ବସ, ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ

ବ୍ରହ୍ମପୁର : ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସହକର୍ମୀଙ୍କ ଜୀବନ । ସ୍କୁଟିରେ ବ୍ରହ୍ମପୁର ଆଡକୁ ଆସୁଥିବା ବେଳେ ଏକ ଯାତ୍ରୀବାହୀ ବସ ସମ୍ମୁଖରୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ସହକର୍ମୀଙ୍କ ମୃତ୍ୟୁ ହୋଇଛି । ସଦର … Read More