ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ୱ: ଦେଓରଞ୍ଜନ ସିଂହ ଉନ୍ନୟନ କମିଶନର, ରାଜେଶ ପ୍ରଭାକର ପାଟିଲ ଏସଆରସି

ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ଭାବେ ୧୯୯୩ ବ୍ୟାଚର ବରିଷ୍ଠ ପ୍ରଶାସକ ଦେଓରଞ୍ଜନ କୁମାର ସିଂହଙ୍କୁ ରାଜ୍ୟ … Read More

ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଦର, ତମାଖୁ ଉତ୍ପାଦ ଶୁଳ୍କରେ ବଡ଼ ସଂଶୋଧନ

ନୂଆଦିଲ୍ଲୀ: ଦେଶରେ ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଉତ୍ପାଦ ଦର । ଅର୍ଥ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଶୁଳ୍କରେ ଏକ ବଡ଼ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଆସନ୍ତା ଫେବୃଆରୀ ଆରମ୍ଭରୁ ଲାଗୁ ହେବ । … Read More

ପୁଞ୍ଛରେ ପାକିସ୍ତାନୀ ଡ୍ରୋନ, ସେନାର ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କଶ୍ମୀର : ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ପାକିସ୍ତାନ କିନ୍ତୁ ସୁଧୁରୁନି । ନୂଆବର୍ଷ ଅବସରରେ ଜମ୍ମୁ କଶ୍ମୀରର ପୁଞ୍ଛରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ଡ୍ରୋନ୍ ଦେଖିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି … Read More

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, … Read More

ରାହୁଲଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଏହାକୁ ହିନ୍ଦୁ ଧର୍ମର ଅପମାନ କହିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରସେ ନେତା ରାହୁଲ ଗାନ୍ଧୀଙ୍କୁ କରାଯାଉଛି ଭଗବାନ ରାମଙ୍କ ସହ ତୁଳନା। ଯାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟୋଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ … Read More

BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର। ନୂଆବର୍ଷରେ BSNLର ନୂଆ ଅଫର୍। ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍। ଏହି ଉନ୍ନତ ସେବା ଏବେ ଦେଶର ସମସ୍ତ ଦୂରସଞ୍ଚାର ସର୍କଲର ସବୁ ବିଏସଏନଏଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚ୍ୟାଲେଞ୍ଜିଂ … Read More

ସ୍ବିଜରଲ୍ୟାଣ୍ଡ ବାର୍ ବିସ୍ଫୋରଣରେ ୪୦ ମୃତ

ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। … Read More

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରି ଧରାପଡିଲେ ପାଇଲଟ୍

ନୂଆଦିଲ୍ଲୀ:କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଥିଲା। ଡିସେମ୍ବର ୨୩, ୨୦୨୫ରେ ଭାନକୁଭରରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏୟାର ଇଣ୍ଡିଆ … Read More

ଦଳରୁ ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ନେତା, ଚିନ୍ତାରେ ୟୁନୁସ ସରକାର

ନୂଆଦିଲ୍ଲୀ: ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଭିତରେ ସବୁକିଛି ଠିକ୍ ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇଁ ବଡ଼ ଝଟକା ଭୋଗିଛି। ସ୍ୱାସ୍ଥ୍ୟ ପରାମର୍ଶଦାତା ସୟଦୁର ରହମାନ ତାଙ୍କ ପଦବୀରୁ … Read More

ଲାଞ୍ଚ ନେଇ ଛେଣ୍ଡିପଦାର ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ଗିରଫ

କଟକ : ଲାଞ୍ଚ ନେବା ମାମଲାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ  ।  ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ … Read More